ପୁରୀ: ପୁଣି ଭାଇରାଲ ହେଲା ପୁରୀ ଶ୍ରୀମନ୍ଦିର ଫଟୋ। ଏଥର ଚାହାଣୀ ମଣ୍ଡପରେ ଜଣେ ଯୁବକ ଫୋନରେ କଥା ହେବାର ଫଟୋ ଭାଇରାଲ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ କିଭଳି ଯୁବକ ଜଣକ ମନ୍ଦିରକୁ ଯୁବକ ଜଣକ ଫୋନ ନେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୁଣି ଭାଇରାଲ ହେଲା ପୁରୀ ଶ୍ରୀମନ୍ଦିର ଫଟୋ
You Might Also Like
Leave a Comment
Leave a Comment
- Advertisement -
