ଭୁବନେଶ୍ୱର : ଆରମ୍ଭ ହୋଇଛି ପାର୍ବଣର ମାହୋଲ। ଦଶହରା ପାଇଁ ଟ୍ବିନ୍ ସିଟି ଉତ୍ସବମୁଖର। ପୂଜା ଭିତରେ ଟ୍ବିନ୍ ସିଟିର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ରହିଛି। ଏଣିକି ରାତି ୧୨ଟା ଯାଏ ଟ୍ବିନ୍ ସିଟିରେ ମେଲୋଡ଼ି ଓ ଲାଉଡ୍ସ୍ପିକର ବାଜିପାରିବ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ପୂର୍ବରୁ ରାତି ୧୦ଟାରେ ମେଲୋଡ଼ି ବନ୍ଦ କରିବାକୁ ପଡ଼ୁଥିଲା।
ଏଣିକି ରାତି ୧୨ଟା ଯାଏ ବାଜିପାରିବ ମେଲୋଡ଼ି: ପୋଲିସ କମିଶନର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- KellyTouri on ମନ୍ଦିର ଭିତରେ ମହିଳାଙ୍କୁ ଦୁର୍ଷମ କଲେ ପୂଜକ !
- Eltonmus on ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ
- Bufordignow on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- ClydePhype on “ସମ୍’ରେ ୫୨୦ ବେଡ୍ ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ErnestKex on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
