ହିସାର: ହରିୟାଣାର ହିସାରରୁ ତିନି ଜଣ ପାକିସ୍ତାନୀ ଗୁପ୍ତଚର ଗିରଫ ହୋଇଛନ୍ତି। ସେମାନେ ପାକିସ୍ତାନକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି। ସେନାବାହିନୀ ସଂକ୍ରାନ୍ତ ଗୁପ୍ତ ଓ ସ୍ପର୍ଶକାତର ସୂଚନା ସେମାନଙ୍କ ହ୍ୟାଣ୍ଡଲର୍ମାନଙ୍କ ସହ ସେୟାର କରୁଥିବା କଥା ଜଣାପଡ଼ିଛି। ମାନଙ୍କଠାରୁ ମୋବାଇଲ୍ ଫୋନ୍ ଓ କିଛି ଗୁରୁତ୍ୱପୂର୍ଣ୍ଣ ଫଟୋଗ୍ରାଫ୍ ମଧ୍ୟ ଜବତ କରାଯାଇଥିବା କୁହାଯାଉଛି। ସେନାର ଗୋଇନ୍ଦା ବିଭାଗ ଏବଂ ସେନା ପୋଲିସର ମିଳିତ ଉଦ୍ୟମରେ ଏହି ସଫଳତା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ ୩୪ ବର୍ଷିୟ ରାଗିବ, ୨୮ ବର୍ଷିୟ ମେହତାବ୍ ଏବଂ ଖଲିଦ। ତିନି ଜଣଯାକ ଗୋଟାଏ ନିର୍ମାଣଧୀନ କେଣ୍ଟ୍ ମେସ୍ କୋଠାରେ ରହୁଥିଲେ।
୩ ପାକିସ୍ତାନୀ ଗୁପ୍ତଚର ଗିରଫ
Leave a Comment
Leave a Comment
- Advertisement -
Stay Connected
Comment
- Brandondup on ବଡଦିଅଁ ଅପେକ୍ଷାରେ ବଡଦାଣ୍ଡ
- Narkolog na dom_unea on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Narkolog na dom_kiEi on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Brandondup on ପୁଣି ଆଜି ଏକ ବସ ଦୁର୍ଘଟଣାଗ୍ରସ୍ତ, ୧୧ ମୃତ ୧୯ ଆହତ!
- JerryTuP on ଧଳା ଜହର ମାୟାରେ ଟ୍ୱିନ୍ ସିଟି
