ଫେସ୍ବୁକ୍ର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ମାର୍କ ଜୁକରବର୍ଗଙ୍କ ସୁରକ୍ଷା ପାଇଁ ଫେସ୍ବୁକ୍ ୨୦ମିଲିୟନ୍ ଡଲାର ଖର୍ଚ୍ଚ କରଇଛି । ଜୁକରବର୍ଗଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯାଇଛି ।୨୦୧୬ରେ ଜୁକରବର୍ଗଙ୍କ ବ୍ୟକ୍ତିଗତ ସୁରକ୍ଷାରେ 5 ମିଲିୟନ୍ ଡଲାର ଖର୍ଚ୍ଚ କରାଯାଇଥିବା ବେଳେ ତିନି ବର୍ଷ ମଧ୍ୟରେ ଏହା ଚାରି ଗୁଣ ବୃଦ୍ଧି ପାଇଛି । ଯୁକ୍ତରାଷ୍ଟ୍ର ଆମେରିକାର ସୁରକ୍ଷା ସଚିବଙ୍କ ନିକଟରେ ଫେସ୍ବୁକ୍ ପକ୍ଷରୁ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ଜୁକରବର୍ଗଙ୍କ ବ୍ୟକ୍ତିଗତ ଜେଟ୍ ପାଇଁ କମ୍ପାନୀ ୨.୬ ମିଲିୟନ୍ ଡଲାର ଖର୍ଚ୍ଚ କରିଥିବା ବେଳେ ୩ ବର୍ଷ ପୂର୍ବରୁ କମ୍ପାନୀକୁ ମାତ୍ର ୧.୫ ମିଲିୟନ୍ ଡଲାର ଖର୍ଚ୍ଚ କରିବାକୁ ପଡୁଥିଲା । ଜୁକରବର୍ଗ ବାର୍ଷିକ ମାତ୍ର 1 ଡଲାର ଦରମା ନେଉଥିବା ବେଳେ ତାଙ୍କର ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ କମ୍ପାନୀ ୨୨.୫ ମିଲିୟନ୍ ଡଲାର ଖର୍ଚ୍ଚ କରିଛି ଫେସ୍ବୁକ୍ । ସିଓଓ ସେରିଲ୍ ସ୍ୟାଣ୍ଡବର୍ଗଙ୍କ ସୁରକ୍ଷାରେ ୨.୯ ମିଲିୟନ୍ ଡଲାର ଖର୍ଚ୍ଚ କରିଛି ଫେସ୍ବୁକ୍ ।
ଜୁକରବର୍ଗଙ୍କ ସୁରକ୍ଷାରେ ୨୦ ମିଲିୟନ୍ ଖର୍ଚ୍ଚ କରିଛି ଫେସ୍ବୁକ୍
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Scottnon on ଲୁଟେରାଙ୍କ ଟାର୍ଗେଟରେ ଆମ୍ବୁଲାନ୍ସ !
- mostbet_zwMr on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- Rubenraw on ଶ୍ରୀମନ୍ଦିରରେ ପାଳିତ ହେଲା ବ୍ୟଞ୍ଜନ ଦ୍ୱାଦଶୀ, ମହାପ୍ରଭୁଙ୍କୁ ୬୭୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଅର୍ପଣ କଲେ ଭକ୍ତ !
- Scottnon on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- Carlosadoke on ଆସନ୍ତାକାଲି ଭାରତ ବନ୍ଦ:ସାମିଲ ହେବନି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ
