ଭୁବନେଶ୍ବର : ଏକାମ୍ର ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ଲଢ଼େଇ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜେପିର ବାବୁ ସିଂହ ଓ କଂଗ୍ରେସ ସଭାେନତ୍ରୀ ରଶ୍ମି ମହାପାତ୍ର। ୨୦୦୯ ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଶ୍ରୀ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ପ୍ରତାପ ଜେନାଙ୍କୁ ପରାସ୍ତ କରିଥିଲେ। ସେହିଥର ବିଜେପି ପ୍ରାର୍ଥୀ ସମୀର ମହାନ୍ତି ତୃତୀୟ ସ୍ଥାନରେ ଥିଲେ। ୨୦୧୪ ନିର୍ବାଚନରେ ଏଠାରେ ୨୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଅମୀୟ ଦାଶଙ୍କୁ ୩୬ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରିଥିଲେ। କଂଗ୍ରେସ ପ୍ରାର୍ଥୀ ଶିବାନନ୍ଦ ରାୟ ତୃତୀୟ ସ୍ଥାନରେ ଥିଲେ ।
ତୃତୀୟ ଥର ପାଇଁ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ କରିବା ଏକ ପ୍ରକାର ଚୂଡ଼ାନ୍ତ ବୋଲି କୁହାଯାଉଛି। କିନ୍ତୁ ଏଠାରେ ବିଜେଡି ଟିକେଟ୍ ପାଇଁ ଆଉ ଜଣେ ପ୍ରମୁଖ ଦାବିଦାର ଥିଲେ ବିଜେଡି ଭୁବନେଶ୍ବର ଜିଲ୍ଲାର ପୂର୍ବତନ କାର୍ଯ୍ୟକାରୀ ସଭାପତି ବାବୁ ସିଂହ। ଗତ କିଛି ମାସ ହେଲା ସେ ଏକାମ୍ରରେ ବିଭିନ୍ନ ସ୍ଥାନରେ ସଭାସମିତି କରି ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିବାକୁ ବେଶ୍ କସରତ କରିଥିଲେ। ବିଜେଡିର ଏକ ଶକ୍ତିଶାଳୀ ଗୋଷ୍ଠୀର ସମର୍ଥନ ମଧ୍ୟ ତାଙ୍କ ପଛରେ ଥିଲା। କିନ୍ତୁ ନିର୍ବାଚନ ପାଖେଇ ଆସୁଥିଲା ବେଳେ ବିଜେଡିରୁ ପ୍ରାର୍ଥୀ ହେବା ନେଇ ଶ୍ରୀ ସିଂହଙ୍କୁ କୌଣସି ପ୍ରକାର ସବୁଜ ସଙ୍କେତ ମିଳିଲା ନାହିଁ। ଯେଉଁ ଗୋଷ୍ଠୀ ତାଙ୍କୁ ସମର୍ଥନ କରୁଥିଲେ, ସେମାନେ ମଧ୍ୟ ହାତ ଟେକିେଦଲେ। ତେଣୁ ଶ୍ରୀ ସିଂହ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଲେ। ଏପଟେ ୨୦୦୯ ଏକାମ୍ର ନିର୍ବାଚନମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବୀ କରୁଥିବା ପ୍ରତାପ ଜେନା ଏବେ ବିଜେଡିରେ ମିଶିଯାଇଛନ୍ତି।
ଅପରପକ୍ଷରେ ବାବୁ ସିଂହଙ୍କ ଯୋଗଦାନ ପରେ ବିଜେପି ରାଜନୀତି ରୋଚକ ସ୍ଥିତିକୁ ଆସିଯାଇଛି। ଦୁଇ ଦିନ ତଳେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇ ନିଜର ପତିଆରା ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିଲେ ଶ୍ରୀ ସିଂହ। ତେବେ ଏକାମ୍ରରେ ଗତଥରର ପ୍ରାର୍ଥୀ ଅମୀୟ ଦାଶ ପୁନର୍ବାର ପ୍ରାର୍ଥୀ ହେବା ନେଇ ବିଜେପି ପକ୍ଷରୁ ପରୋକ୍ଷରେ ବାର୍ତ୍ତା ଦିଆଯାଇସାରିଥିଲା। ଶ୍ରୀ ଦାଶ ମଧ୍ୟ ଗତ କିଛି ମାସ ହେଲା ତାଙ୍କ ପ୍ରଚାର ଅଭିଯାନ ଜୋର୍ଦାର୍ କରିସାରିଥିଲେ। କିନ୍ତୁ ଶ୍ରୀ ସିଂହଙ୍କୁ ଏକାମ୍ରରେ ପ୍ରାର୍ଥୀ କରାଯିବା ସର୍ତ୍ତରେ ତାଙ୍କୁ ବିଜେପିରେ ମିଶାଯାଇଛି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଫଳରେ ଏଠାରେ ବିବାଦର ସୂତ୍ରପାତ ହୋଇଛି। ତେବେ ପ୍ରାର୍ଥିତ୍ବକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଯଦି ଶ୍ରୀ ସିଂହଙ୍କୁ ଦଳ ପ୍ରାର୍ଥୀ କରେ, ତେବେ ଶ୍ରୀ ଦାଶଙ୍କୁ କିପରି ମ୍ୟାନେଜ୍ କରାଯିବା ଉପରେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୁଣି ଶ୍ରୀ ସିଂହ ପୁରୁଣା ବିଜେପି କର୍ମୀମାନଙ୍କୁ କିପରି ନିଜ ପକ୍ଷକୁ ଆଣି ମନାଇପାରୁଛନ୍ତି, ତାହା ବି ଅାଲୋଚନାର ବିଷୟ ହୋଇଛି। ପ୍ରାର୍ଥୀଙ୍କୁ ନେଇ ଦ୍ବନ୍ଦ୍ବ ଥିବାରୁ ବିଜେପିର ନିର୍ବାଚନୀ ପ୍ରସ୍ତୁତି ଧିମା ପଡ଼ିଯାଇଛି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Kasyno vavada systematycznie buduje swoją pozycję wśród polskim graczom, oferując kompletną lokalizację w języku polskim. Vavada casino zapewnia metody płatności dostosowane do lokalnego rynku, a vavada pl umożliwia łatwy dostęp dla graczy z Polski. Oficjalną stronę vavada kasyno odwiedzają głównie doświadczonych graczy, którzy doceniają atrakcyjne bonusy i program lojalnościowy.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?
Co wyróżnia Slottica na tle innych stron podobnych do Kasyno Total? Lobby gier stale rośnie dzięki współpracy z uznanymi studiami developerskimi, takimi jak Maskot Gaming, BGaming, Play’n Go, Gamzix, NetEnt oraz Playson. Dzięki temu gracze mają dostęp zarówno do klasycznych automatów, jak i nowoczesnych slotów z rozbudowaną grafiką i dodatkowymi funkcjami bonusowymi.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online.