ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ବାବୁ ସିଂ । ଜିଲ୍ଲା କାର୍ଯ୍ୟକାରୀ ସଭାପତି ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାବୁ । ସେ ଖୁବଶୀଘ୍ର ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି । ବାବୁ ସିଂ ଏକାମ୍ର ନିର୍ବାଚନମଣ୍ଡଳୀ ରୁ ଟିକେଟ ଆଶାୟୀ ଥିଲେ । କିନ୍ତୁ ଅଶୋକ ପଣ୍ଡା ଙ୍କୁ ଦଳ ପୁଣିଥରେ ବିଧାୟକ ପାଇଁ ସବୁଜ ସଙ୍କେତ ଦେବାପରେ ସେ ଦଳ ଛାଡିଛନ୍ତି । ଏ ନେଇ ସେ ଦଳ ସଭାପତି ଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି । ଗତ କିଛିଦିନ ସେ ସ୍ଥାନୀୟ ବିଧାୟକ ବିରୋଧରେ ସମାନ୍ତରାଳ ସଂଗଠନ ଚଳାଇଥିଲେ ।
ବିଜେଡି ରୁ ଇସ୍ତଫା ଦେଲେ ବାବୁ ସିଂ
- Advertisement -
Stay Connected
Comment
- Jimlunda on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- RoderickDig on ଚୋରା ସାଜିଥିଲା କୋଟିପତି
- Normanfitly on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- 1win_itSr on ନିଖୋକ ପରେ ପାହଡ ତଳୁ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ !
- HarleyLayep on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

организация свадеб услуги организация свадебного агентства