କଟକ : ଏସ୍ସିବି ମେଡିକାଲରେ ପୁଣି ଘଟିଛି ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଏସ୍ସିବି ପାଥୋଲୋଜି ବିଭାଗର ସାଇଟୋଲୋଜି ଲ୍ୟାବ୍ରେ ଘଟିଛି ବଡଧରଣର ଅଗ୍ନିକାଣ୍ଡ। ସେହି ସମୟରେ ଲ୍ୟାବ ଭିତରେ କେହି ନଥିଲେ। କିନ୍ତୁ ଅଗ୍ନିକାଣ୍ଡରେ ରକ୍ତ ତଥା ବିଭିନ୍ନ ପରୀକ୍ଷା ପାଇଁ ଥିବା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଉପକରଣ ପୋଡି ଯାଇଛି। ଲ୍ୟାବରେ ଥିବା ୬ଟି ଏସି, ପରୀକ୍ଷା ପାଇଁ ରଖାଯାଇଥିବା କେମିକାଲ ସହ ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି। ଆଜି ସକାଳ ପ୍ରାୟ ୯ଟାରେ ପାଥୋଲୋଜି ବିଭାଗ ଖୋଲିବା ପରେ ଏଭଳି ଅଘଟଣ ସଂପର୍କରେ ଜଣାପଡିଥିଲା। ଦମକଳ ବାହିନୀକୁ ଡକା ଯାଇଥିଲେ ବି ସେତେବେଳକୁ ଉଦ୍ଧାର କରିବାକୁ କିଛି ନଥିଲା। ନିଆଁ କେମିତି ଲାଗିଲା, ତାହାର କାରଣ ଖୋଜିବା ପାଇଁ ଆଜି ଏସ୍ସିବି ଡିନ୍ ତଥା ପ୍ରିନ୍ସିପାଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଖୋଜିବା ପାଇଁ ପ୍ରଫେସର ଡାକ୍ତର ନିରୂପମା ଚଇନିଙ୍କ ନେତୃତ୍ବରେ ମେଡିକାଲର ପ୍ରଶାସନିକ ଅଧିକାରୀ, ହସ୍ପିଟାଲ ମ୍ୟାନେଜର, ପାଥୋଲୋଜି ବିଭାଗୀୟ ମୁଖ୍ୟ ଆସୋସିଏଟ୍ ପ୍ରଫେସର ଡାକ୍ତର ଅସରନ୍ତି କର ପ୍ରମୁଖଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି ଟିମ୍କୁ ଘଟଣାର ତଦନ୍ତ କରି ସାତ ଦିନ ଭିତରେ ରିପୋର୍ଟ ଦେବା ପାଇଁ ଡ଼ିନ୍ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଏସ୍ସିବି ମେଡିକାଲ ପାଥୋଲୋଜି ବିଭାଗର ସାଇଟୋଲୋଜି ଲ୍ୟାବ୍ ସକାଳ ୧୦ରୁ ୫ଟା ପର୍ଯ୍ୟନ୍ତ ରୋଗୀଙ୍କ ପାଇଁ ଖୋଲା ରହିଥାଏ। ଆଜି ସକାଳ ପ୍ରାୟ ୯ଟାରେ ପାଥୋଲୋଜି ବିଭାଗ ଖୋଲାଯିବା ସମୟରେ ଖୁବ୍ଜୋରରେ ଧୂଆଁ ବାହାରରୁ ଥିବା ଦେଖିବାକୁ ପାଇଥିଲେ କର୍ମଚାରୀ। ତୁରନ୍ତ ଘଟଣା ସଂପର୍କରେ ଦମକଳ ବାହିନୀ ଓ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ଖବର ଦିଆଯାଇଥିଲା। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ସବୁ ଜଳିପୋଡି ଛାରଖାର ହୋଇଯାଇଥିଲା। ସାଇଟୋଲୋଜି ଲ୍ୟାବ୍କୁ ୫ଟି ଭାଗରେ ବିଭକ୍ତ କରାଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଯଦିଓ ଜଣାପଡିନାହିଁ ତେବେ ସର୍ଟସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଲ୍ୟାବ୍ରେ ଥିବା ୩ଲକ୍ଷ ଟଙ୍କା ମୂଲ୍ୟର ଇମୁନୋ ଫ୍ଲୋରେସେନ୍ସ୍, ମାଇକ୍ରୋସ୍କୋପ୍ ସହ ଅନେକ ଉପକରଣ ପୋଡି ଯାଇଛି। ୫ଟି କୋଠରୀଥିରେ ଥିବା ପାଥୋଲୋଜି ବିଭାଗର ସମସ୍ତ ଆସବାବପତ୍ର ଜଳି ଯାଇଛି। ଲ୍ୟାବ୍ରେ ଥିବା ୨୦ ଲିଟରର କେମିକାଲ, ୫ଟି ଏସି, ଫ୍ୟାନ୍, ଯନ୍ତ୍ରାଂଶ ଆଦି ପୋଡି ଯାଇଛି। କ୍ଷୟକ୍ଷତିର ଆକଳନ ପାଇଁ ଦମକଳ ବାହିନୀ, ବିଦ୍ୟୁତ୍ ବିଭାଗ ଓ ଅନ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଘଟଣା ପରେ ଡିନ୍ଙ୍କ ଅଧ୍ୟକ୍ଷତାରେ ଅଗ୍ନିକାଣ୍ଡର କାରଣ ଖୋଜା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଭିନ୍ନ ବିଭାଗକୁ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାଇଟୋଲୋଜି ଲ୍ୟାବ୍ ଜଳିଯାଇଥିବାରୁ କିପରି ରୋଗୀଙ୍କ ପରୀକ୍ଷା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ସେ ନେଇ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ଆକଳନରୁ ୪୦ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଏସ୍ସିବିରେ ପୂର୍ବରୁ କାର୍ଡିଓଲୋଜି, ଆଶୁ ଚିକିତ୍ସା କେନ୍ଦ୍ର, ସର୍ଜରୀ ବିଭାଗ ଓ କିଛି ମାସ ତଳେ ଆଇସିୟୁରେ ମଧ୍ୟ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା। ଏସସିବିରେ ଏଭଳି ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବା ବେଳେ ତଦନ୍ତ କମିଟି ବି ଗଠନ କରି ବିଭିନ୍ନ ପ୍ରସ୍ତାବ ଦିଆଯାଉଛି। କିନ୍ତୁ ଏହାର ସ୍ଥାୟୀ ସମାଧାନ ହୋଇ ନପାରିବା ଘଟଣା ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Kasyno vavada systematycznie buduje swoją pozycję wśród polskim graczom, oferując kompletną lokalizację w języku polskim. Vavada casino zapewnia metody płatności dostosowane do lokalnego rynku, a vavada pl umożliwia łatwy dostęp dla graczy z Polski. Oficjalną stronę vavada kasyno odwiedzają głównie doświadczonych graczy, którzy doceniają atrakcyjne bonusy i program lojalnościowy.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów. Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.
Co wyróżnia Slottica na tle innych stron podobnych do Kasyno Total? Lobby gier stale rośnie dzięki współpracy z uznanymi studiami developerskimi, takimi jak Maskot Gaming, BGaming, Play’n Go, Gamzix, NetEnt oraz Playson. Dzięki temu gracze mają dostęp zarówno do klasycznych automatów, jak i nowoczesnych slotów z rozbudowaną grafiką i dodatkowymi funkcjami bonusowymi.
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów.