ଭୁବନେଶ୍ୱର : ଭୁବନେଶ୍ୱରର ଦୁଇ ଦୁଇ ଥର ମେୟର ରହି ଆସିଥିବା ଅନନ୍ତ ନାରାୟଣ ଜେନାଙ୍କୁ ମିଳିଛି ନୂଆ ଦାୟିତ୍ୱ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧ୍ୟକ୍ଷ ଭାବେ ଅନନ୍ତ ନାରାୟଣ ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନନ୍ତ ଜେନାଙ୍କୁ ବିଡିଏ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ଆଗକୁ ସୁଚାରୁରୂପେ କାର୍ଯ୍ୟ ତୁଲାଇବା କଥା କହିଛନ୍ତି ଅନନ୍ତ ଜେନା।
ବିଡିଏ ଅଧ୍ୟକ୍ଷ ହେଲେ : ଅନନ୍ତ
- Advertisement -
Stay Connected
Comment
- TristanIconS on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- Vivod iz zapoya na domy_vxsl on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- mostbet_jykl on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
- GageCib on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- Stuartgaw on ଭାଗ ନଛିଡ଼ିବରୁ ପିଟା ପିଟି !

лента стальная купить лента стальная оцинкованная