ନୂଆଦିଲ୍ଲୀ : ପାକିସ୍ତାନର ଏଫ-୧୬ ଲଢ଼ୁଆ ବିମାନକୁ ଧ୍ୱଂସ କରିଦେଇଥିବା ରେକର୍ଡ ହୋଇଛି। ତେବେ ସେ ୨ ଦିନ ସେଠାରେ ରହିଛନ୍ତି ଏଣୁ ତାଙ୍କର କେତେକ ଯାଞ୍ଚ୍ ପରେ ପୁଣି ସେ ନିଜର କର୍ମ କ୍ଷେତ୍ରକୁ ସ୍ବାଭାବିକ ଭାବେ ଫେରିପାରିବେ। ପ୍ରଥମେ ତାଙ୍କର ଶାରୀରିକ ସୁସ୍ଥତା ଯାଞ୍ଚ୍ କରାଯିବ। ଏହାପରେ ତାଙ୍କର ଯାଞ୍ଚ୍ ଆଇବି କରିବା ସହିତ ବାୟୁସେନା ଅଧିକାରୀମାନେ ତାଙ୍କୁ ପଚରାଉଚରା କରିବେ। ଏହାପରେ ସନ୍ତୋଷ ଜନକ ଉତ୍ତର ମିଳିବା ପରେ ଅଭିନନ୍ଦନଙ୍କୁ ତାଙ୍କ କର୍ମକ୍ଷେତ୍ରକୁ ଫେରିଯିବାକୁ ଅନୁମତି ଦିଆଯିବ। ତେବେ ସୁରକ୍ଷା ଦୃଷ୍ଟିରୁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ସେ ଫାଇଟର ବିମାନ ଚଳାଇପାରିବେ ନାହିଁ ବୋଲି କୁହାଯାଉଛି।
ଫାଇଟର ଯୁଦ୍ଧ ବିମାନ ଚଳାଇ ପାରିବେନି ଅଭିନନ୍ଦନ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- chicken-road_vrSi on ଆଜି ମାଟ୍ରିକ୍ ପରୀକ୍ଷାଫଳ
- ling bokep indonesia on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- Edwardmeeby on ରାଜ୍ୟରେ ରେକର୍ଡ ଟେଷ୍ଟ: ୨୪ ଘଣ୍ଟାରେ ୩ ହଜାର ୫୩୫ ସାମ୍ପଲ ପରୀକ୍ଷଣ
- DonaldTiz on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- mostbet_zmka on ବାଙ୍କୀରେ ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା
