ବଲାଙ୍ଗିର: ପୁଣି ଓଡ଼ିଶା ଗସ୍ତରେ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟାଏ ମାସରେ ୩ଥର ତଥା ପ୍ରଥମେ ୨୪ ଡ଼ିମ୍ବେରରେ ଖୋର୍ଦ୍ଧା, ୫ ଜାନୁୟାରୀରେ ବାରିପଦା ଓ ଆଜି ପଶ୍ଚିମ ଓଡ଼ିଶାର ବଲାଙ୍ଗିରକୁ ଆସିଛନ୍ତି ମୋଦି । ଖୋର୍ଦ୍ଧାରେ ୧୫ହଜାର କୋଟି, ବାରିପଦାରେ ୫ହଜାର ଓ ଆଜି ପୁଣି ଅର୍ଥର ମୁଣା ଧରି ଆସିଛନ୍ତି ମୋଦି । ପୂର୍ବ ଭାରତକୁ ମୋଦିଙ୍କ ଫୋକସରେ ରଖିଥିବା ବେଳେ ଟାର୍ଗେଟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ରହିଛି । ଯାହାକୁ ନେଇ ମୋଦି ବାରମ୍ବାର ଅର୍ଥମୁଣା ଧରି ଓଡ଼ିଶା ମୁହାଁ ହେଉଛନ୍ତି । ରାଜ୍ୟକୁ ନିର୍ବାଚନ ଯେତିକି ପାଖେଇ ଆସୁଛି ମୋଦିଙ୍କ ଏପରି ଘନଘନ ଓଡ଼ିଶାଗ୍ରସ୍ତ ରାଜ୍ୟ ରାଜନୀତିକୁ ଅସ୍ତବ୍ୟସ୍ଥ କରୁଛି ।
ଦେଶରେ ରାମରାମ କହି ଭୋଟରଙ୍କ ମନ କିଣୁଥିବା ବେଳେ ପୂର୍ବରୁ ଆସିଥିବା ବେଳେ ଜଗନ୍ନାଥ ନାମ ଏବେ ପଶ୍ଚିମ ଓଡ଼ିଶାରେ ଜୟ ଜଗନ୍ନାଥ, ମା ସମେଲେଇ, ରାମଚଣ୍ଡି ଓ ହରିଶଙ୍କର ନାମ ନେଇ ନିଜର ଅଭିଭାଷଣ ଆରମ୍ଭ କରିଛନ୍ତି । ଏହାସହ ଏକାଢଙ୍ଗରେ ଓଡ଼ିଶାର ମହାପୁରୁଷମାନଙ୍କୁ ପୁଣି ଅଚାନକ ମନେପକାଇଛନ୍ତି । ପଶ୍ଚିମ ଓଡ଼ିଶାର ଭୋଟରକୁ ନିକଟତର ହେବାକୁ ଯାଇ ସ୍ଥାନୀୟ କବି ଭୀମଭୋଇ, ସ୍ୱାଭାବ କବି ଗଙ୍ଗାଧର ମେହର, ବୀର ସୁରେନ୍ଦ୍ର ସାଏଙ୍କ ଭଳି ବିରପୁତ୍ରଙ୍କୁ ମନେ ପକାଇଛନ୍ତି । ଏହାସହ ନିକଟ ଅତିତରେ ନକ୍ସଲ ଗୁଳିରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ଅଚ୍ୟୁତାନନ୍ଦ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ମୋଦି । ଏହାସହ ରାଜ୍ୟ ସରକାରଙ୍କୁ ତିବ୍ର ସମାଲୋଚନା କରିଛନ୍ତି । ନାଁ ନନେଇ ବଙ୍କୋଇ ଟଙ୍କୋଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଠାରେ ସରକାର ନିଦରେ ଶୋଇଛି । କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଦେଉଥିବା ଅର୍ଥ ଖର୍ଚ୍ଚ କରନ୍ତୁ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହଁ । ଏହା ସହ ୧୦୦ପ୍ରତିଶତ ରାସନକାର୍ଡ଼ର ଡିଜିଟାଲ କରାଯାଇଛି । ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସୁଯୋଗ ଦେବା କଥା ଉଠାଇଛନ୍ତି । ଏହାସହ ରାଜ୍ୟରେ ଦିଆ ଯାଉଥିବା ୩ଟଙ୍କିଆ ଚାଉଳ କଥାମଧ୍ୟ ଉଠାଇ କହିଛନ୍ତି ୩୦ଟଙ୍କା ମୂଲ୍ୟର ଚାଉଳକୁ ୩ଟଙ୍କାରେ କେନ୍ଦ୍ର ସରକାର ଦେବା କଥା ପ୍ରକାଶକରିଛନ୍ତି । ଫର୍ଜି ରାସନକାର୍ଡ଼ ରଦ୍ଦ ହେବାରୁ ଅସାଧୁଙ୍କ ରୋଜଗାର ବନ୍ଦ ହୋଇଛି । ସେମାନେ ରୋଜଗାର ହରାଇଥିବାରୁ ମୋଦିଙ୍କୁ ଟାର୍ଗେଟ କରୁଛନ୍ତି । ସେହି ଅସାଧୁ ଲୋକଙ୍କୁ ଏବେ ଜେଲ ପଠାଇବା ମୋର ପ୍ରଥମ କାମ ବୋଲି ପ୍ରକାଶ କରିଛନ୍ତି । ଦେଶରେ ଲୁଟ୍ ହୋଇଥିବା ୯୦ ହଜାର କୋଟିକୁ ଉଦ୍ଧାର କରିଛି । ସେହି ଲୁଟେରାମାନେ ଏବେ ମୋଠାରୁ ବଦଲା ନେବାପାଇଁ ମେଳିବାନ୍ଧୁଛନ୍ତି । ଏ ଚୌକିଦାର ଗରିବଙ୍କ ଧନ ଲୁଟ୍ ବନ୍ଦକରିବାକୁ ବିଜେପି ସଂକଳ୍ପବଦ୍ଧ ରହିଛି ।
ମାସକ ମଧ୍ୟରେ ୩ଥର ଓଡ଼ିଶା ଗସ୍ତରେ ମୋଦି; ୨୦ହଜାର ଟଙ୍କାର ଅର୍ଥମୁଣା ରାଜ୍ୟ କରିବ ବିକାଶ !
3 Comments
3 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?