ନୂଆଦିଲ୍ଲୀ : ପାକ୍ ଅଧିକୃତ କଶ୍ମୀରରେ ବାୟୁସେନାର ସର୍ଜିକାଲ୍ ଷ୍ଟ୍ରାଇକ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀଥାରମଣ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକମନ୍ତ୍ରୀ ସୁଷମା ସ୍ବରାଜ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ପ୍ରମୁଖ ଯୋଗଦେଇଛନ୍ତି। ବୈଠକରେ ପାକିସ୍ତାନ ପକ୍ଷରୁ କେଉଁ ଭଳି ପଦକ୍ଷେପ ଗ୍ରହଣ କରାଯିବ ସେନେଇ ଆଲୋଚନା ହେବା ସହିତ ଏହାର ମୁକାବିଲା ଉପରେ ଚର୍ଚ୍ଚା ହୋଇଥିବା କୁହାଯାଉଛି। ଖୁବ୍ ଶୀଘ୍ର ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରାଯାଇ ସେନା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯିବ। ଜାତୀୟ ସୁରକ୍ଷା ପରାମର୍ଶଦାତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ସଂପର୍କରେ ସୂଚନା ଦେଇଛି। ଏହାକୁ ଭାରତର ଦ୍ୱିତୀୟ ପାକ୍ ସର୍ଜିକାଲ୍ ଷ୍ଟ୍ରାଇକ୍ ବୋଲି କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ସୀମାରେ ହାଇ ଆର୍ଲଟ ଜାରି କରାଯାଇଛି ।
ସୀମାରେ ହାଇ ଆର୍ଲଟ : ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ଜରୁରୀ ବୈଠକ
- Advertisement -
Stay Connected
Comment
- EmeryFap on ମୁଖ୍ୟମନ୍ତ୍ରୀ ଦେଖାଇଲେ ମାନବିକତା । ନିଜ ଗାଡି ପଛରେ ଦିବ୍ୟାଙ୍ଗ ଦୌଡୁଥିବାର ଦେଖି ଅଟକି ଗଲେ ନବୀନ,ତୁରନ୍ତ ସମସ୍ୟାର ସମାଧାନ ଲାଗି
- aviator_kmot on କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !
- FrankNot on ଯାଜପୁରରୁ ଆଉ ୨ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୬କୁ ବୃଦ୍ଧି
- Booker on ବଢୁଛି ଆଶାୟୀଙ୍କ ସଂଖ୍ୟା : ଟିକେଟ କାହା ଭାଗ୍ୟରେ, ଜିତିବେ କିଏ?
- EmeryFap on ଆଜି ଦିନିକିଆ ସୁୁନ୍ଦରଗଡ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

We stumbled oveer here bby a differtent web addfress aand thught I ight cherck tuings out.
Illike wyat I seee sso i aam juhst ollowing you.
Lookk forward to findiung oout aabout yokur weeb pagye again. xnxx