ନୂଆଦିଲ୍ଲୀ : ପାକ୍ ଅଧିକୃତ କଶ୍ମୀରରେ ବାୟୁସେନାର ସର୍ଜିକାଲ୍ ଷ୍ଟ୍ରାଇକ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀଥାରମଣ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକମନ୍ତ୍ରୀ ସୁଷମା ସ୍ବରାଜ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ପ୍ରମୁଖ ଯୋଗଦେଇଛନ୍ତି। ବୈଠକରେ ପାକିସ୍ତାନ ପକ୍ଷରୁ କେଉଁ ଭଳି ପଦକ୍ଷେପ ଗ୍ରହଣ କରାଯିବ ସେନେଇ ଆଲୋଚନା ହେବା ସହିତ ଏହାର ମୁକାବିଲା ଉପରେ ଚର୍ଚ୍ଚା ହୋଇଥିବା କୁହାଯାଉଛି। ଖୁବ୍ ଶୀଘ୍ର ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରାଯାଇ ସେନା ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯିବ। ଜାତୀୟ ସୁରକ୍ଷା ପରାମର୍ଶଦାତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ସଂପର୍କରେ ସୂଚନା ଦେଇଛି। ଏହାକୁ ଭାରତର ଦ୍ୱିତୀୟ ପାକ୍ ସର୍ଜିକାଲ୍ ଷ୍ଟ୍ରାଇକ୍ ବୋଲି କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ସୀମାରେ ହାଇ ଆର୍ଲଟ ଜାରି କରାଯାଇଛି ।
ସୀମାରେ ହାଇ ଆର୍ଲଟ : ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ଜରୁରୀ ବୈଠକ
- Advertisement -
Stay Connected
Comment
- Brentlyday on ଅନ୍ତର୍ଜାତୀୟ ସମ୍ମାନ ପାଇଲେ ବିନ୍ଦ୍ରା !
- Otisjuple on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- Jamesvon on ଲକ୍ଡାଉନରେ କୌଣସି କୋହଳ କରାଯିବନି: କେଜରିଓ୍ବାଲ
- JimmyOvami on ରାସ୍ତା ପାଇଁ ମେଳି ବାନ୍ଧିଲେ ଗ୍ରାମବାସୀ; ହକ୍ ପାଇଁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଜାରି !
- RaymondInafe on Architecture beach blue chairs

We stumbled oveer here bby a differtent web addfress aand thught I ight cherck tuings out.
Illike wyat I seee sso i aam juhst ollowing you.
Lookk forward to findiung oout aabout yokur weeb pagye again. xnxx