ଭଦ୍ରକ: ପରକ୍ରିୟା ପ୍ରୀତି ଆଇନ ସମ୍ମତ ହେବା ପରେ ଅଣୟାତ ହେଲାଣି ଅଭିଯୋଗ ଓ ହତ୍ୟା । ଆଜି ଭଦ୍ରକ ତିହିଡ଼ି ଥାନା କାଁପଡ଼ା ପଂଚାୟତ କାଁପଡ଼ାବିନ୍ଧାରେ ପରକ୍ରିୟା ପ୍ରୀତିରୁ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ଆସିଛି । ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । ମୃତକ ହେଉଛନ୍ତି ଗାଁର ଶିକ୍ଷକ ନିର୍ମଳଚନ୍ଦ୍ର ଦାସଙ୍କ ସ୍ତ୍ରୀ ବିନିଲତା ଦାସ । ଗତ ମାର୍ଚ୍ଚ ୨୦୧୮ ନିର୍ମଳଙ୍କ ସହ ବିନିଙ୍କର ବୈଦିକ ଋତିରେ ବିବାହ ହୋଇଥିଲା । ବିବାହର କିଛି ମାସ ପରେ ଆରମ୍ଭ ହୋଇଥିଲା ଝିଅ ଉପରେ ନିର୍ଯାତନା । ସ୍ୱାମୀଙ୍କ ପରକୀୟା ପ୍ରୀତି ତଥା ଅଧିକ ଯୌତୁକ ଦାବିରେ ଝିଅ ଉପରେ ନିର୍ଯାତନା ହେଉଥିବରୁ ବହୁବାର ଗ୍ରାମସଭାରେ ସମାଧାନ ହୋଇଥିଲା । କିନ୍ତୁ ବାରମ୍ବାର ସମାଧାନ ପରେ ମଧ୍ୟ ଅସଜଡ଼ା ହେଉଥିଲା ସ୍ୱମୀଙ୍କ ମନ, ଝିଅକୁ ମାଡ଼ ଗାଳି ଓ ନିର୍ଯାତନା ଦେଉଥିଲେ । ଗତ ଶୁକ୍ରବାର ଝିଅ ଗୁରୁତର ଅବସ୍ଥାରେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ପରିବାର ଲୋକଙ୍କୁ ଖବର ଆସିଥିଲା । ପରିବାର ଲୋକ ସେଠାରେ ପହଂଚିବା ପରେ ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଲେ । ଏହାକୁ ନେଇ ବାପଘର ଲୋକ ଥାନରେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଶାଶୁଘର ଲୋକ ଏହାକୁ ଆତ୍ମହତ୍ୟାର ରୂପ ଦେଉଛନ୍ତି । ଯାହାକୁ ନେଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
ଅଣୟାତ ହେଲାଣି ପରକ୍ରିୟା ପ୍ରୀତି; ପୁଣି ଭଦ୍ରକ ତିହିଡ଼ି କାଁପଡ଼ାବିନ୍ଧାରେ ପରକ୍ରିୟା ପ୍ରୀତିରୁ ହତ୍ୟାକାଣ୍ଡ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
