କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅଧୀନରେ ଥିବା ଚିପୁଲ ଠାରେ ଥିବା ଜାତୀୟ ଚାରା ଉଦ୍ୟାନ କେନ୍ଦ୍ରରେ ଚାଲିଛି ମୂଲ୍ୟବାନ ଗଛର ଚୋରାଚାଲାଣ । ଯେଉଁଠି ପରିବେକେୁ ସୁସ୍ଥ ରଖିବା ପାଇଁ ଏଠାରେ ଚାଲିଛି ସଚେତନା କିନ୍ତୁ ଏଠି ପାଠ ପଢୁଆ ବନବିଭାଗର ବାବୁ ଖୋଦ ନିଜେ ଏହାର ଉଲଙ୍ଘନ କରିବାରେ ପଛାଉନାହାଁନ୍ତି । ଏଠି ବନ ବିଭାଗ ଓ ଚୋରା କାଠ ମାଫିଆଙ୍କ ମଧ୍ୟରେ ଚାଲିଛି ସଲା ଶୁତରା । ବିଭିନ୍ନ ପ୍ରକାରର ମୂଲ୍ୟବାନ ଗଛ ଯେପରିକି ଶାଗୁଆନ, କାଜୁ ଭଳି ଗଛକୁ କାଟି କାଠ ମାଫିଆମାନେ କାଟି ନେଇଥିବାର ଅଭିଯୋଗ ହୋଇଥିବା ବେଳେ ତାର ପ୍ରମାଣ ନଷ୍ଯ କରିବାକୁ ଜେସିବି ଲଗାଇ ମାଟି ପକାଇ ପୋତାଯାଇଥିବାର ଅଭିଯୋଗ ହୋଇଥିଲା । ତେବେ ଏହି ସବୁ ଘଟଣାର ନର୍ଲା ରେଞ୍ଜ ଅଧୀକାରୀଙ୍କ ହାତ ଥିବାରୁ ଗଣମାଧ୍ୟମ ନର୍ଲା ରେଞ୍ଜ ଅଫିସରଙ୍କ ଠାରୁ ଏହାର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ । ବାବୁ କିନ୍ତୁ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବାକୁ ମନା କରିଦେଲେ ।
ବନବିଭାଗ ଓ ଚୋରା କାଠ ମାଫିଆଙ୍କ ଇଏ କି ସମ୍ପର୍କ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
