ବାଲେଶ୍ୱର: ଭୋଗରାଇ ବ୍ଲକ୍ ଥାନା ଛକରେ ବେଆଇନ ଜବରଦଖଲ ଉଛେଦ୍ କଲା ପ୍ରଶାସନ । ବର୍ଷ ବର୍ଷ ଧରି ନିରିହ ଗରିବ ଲୋକ ଦୋକାନ କରି ଜୀବିକା ନିର୍ବାହ କରିଆସୁଥିଲେ । କିନ୍ତୁ ପ୍ରଶାସନ ବିନା ନୋଟିସରେ ଆଜି ବଳ ପ୍ରୟୋଗ କରି ମେସିନ ଲାଗାଇ ଜବରଦଖଲ ଉଚ୍ଛେଦ କରିଛି । ଘଟଣାସ୍ଥଳରେ ଭୋଗରାଇ ତହସିଲଦାର ଉପସ୍ଥିତିରେ ପୋଲିସ ସହାୟତାରେ ଜେସିବି ଲାଗାଇ ଜବରଦଖଲ ହଟାଇଥିଲେ । ପ୍ରଶାସନ ବିନା ନୋଟିସରେ ଏପରି ଜବରଦଖଲ ଉଚ୍ଛେଦ କରୁଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଭୋଗରାଇ ବ୍ଲକ୍ ଥାନା ଛକରେ ବେଆଇନ ଜବରଦଖଲ ଉଛେଦ୍ କଲା ପ୍ରଶାସନ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
