ଭୁବନେଶ୍ୱର: ଲୋୟର ପିଏମ୍ଜିରେ ୧୧ ଦିନରେ ସର୍ବଶିକ୍ଷା ଅଭିଯାନ କର୍ମଚାରୀଙ୍କ ଗଣଧାରଣା । ଗତ ଜାନୁୟାରୀ ୨୮ ତାରିଖରୁ ସଂଘ ବ୍ଲକସ୍ତରୀୟରୁ ଆରମ୍ଭ କରି ରାଜଧାନୀ ଆନ୍ଦୋଳନ ଜାରି ରଖିଛି । ଏହି କର୍ମଚାରୀମାନେ ଦୀର୍ଘ ୬ବର୍ଷ ହେବ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେଉଥିଲେ ମଧ୍ୟ ସରକାର ଚରମ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି । ବିଶେଷକରୀ ଠିକା ନିଯୁକ୍ତକୁ ହଟାଇ ସ୍ଥାଇ ନିଯୁକ୍ତି, ସମାନ କାମକୁ ସମାନ ଦରମା ଦାବିରେ ସଂଘ ରାଜଧାନୀରେ ଆନ୍ଦୋଳନ ଜାରି ରଖିଛି । ଦୁଇ ସପ୍ତାହ ଆନ୍ଦୋଳନରେ ସଂଘ ବସିଥିଲେ ମଧ୍ୟ ସରକାରଙ୍କ କୌଣସି ପ୍ରତିନିଧି ସାକ୍ଷାତ ନରିନଥିବା ସଂଘର ସଭାପତି ଆଶିଷ ରଞ୍ଜନ ବିଶ୍ୱାଳ କ୍ଷୋଭର ସହ ପ୍ରକାଶ କରିଛନ୍ତି ।
୧୧ ଦିନରେ ସର୍ବଶିକ୍ଷା ଅଭିଯାନ କର୍ମଚାରୀଙ୍କ ଗଣଧାରଣା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- melbet_ltKl on ଇନୋଭା ଲୁଟ ଘଟଣା : ଯଦୁପୁରରୁ ଗାଡି ସହ ୨ଜଣଙ୍କୁ କାବୁ କଲା ପୋଲିସ
- zakazat kyhnu_zska on ବାଲେଶ୍ୱର ଜିଲ୍ଲା ପୁରୁବାଇ କନ୍ୟାଶ୍ରମରେ ଜିଲ୍ଲା ମଙ୍ଗଳକିମିଟି ଏବଂ କେନ୍ଦ୍ରୀୟଟିମ ପକ୍ଷରୁ ଚଢାଉ !
- Kilesnack on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- melbet_xupr on ଖାଇବା ପରେ କାହିଁକି ଖାଆନ୍ତି ମିଠା
- zakazat kyhnu_amMn on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
