ବାଲେଶ୍ୱର: ସରକାରଙ୍କ ଶିକ୍ଷା ମାରଣ ନୀତି ବିରୋଧରେ ଜୋରଧରିଲା ଆନ୍ଦୋଳନ । ଆଜି ଏସୟୁସିଆୟର ଛାତ୍ର ସଂଗଠନ ଡିଏସଓ ଆହ୍ୱାନରେ ବାଲେଶ୍ୱର ଭୋଗରାଇ ବ୍ଲକ୍ ସମ୍ମୁଖରେ ଛାତ୍ର ସଂଗଠନ ଆନ୍ଦୋଳନ କରିଛି । ବିଶେଷକରି ସରକାରଙ୍କ ଶିକ୍ଷାମାରଣ ବ୍ୟବସ୍ଥା ତଥା ପାସ ଫେଲ ବ୍ୟବସ୍ଥାର ପୂର୍ଣ୍ଣ ପ୍ରଚଳନ, ଶିକ୍ଷକ ନିଯୁକ୍ତି ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ନିଯୁକ୍ତି ,ଅଂଚଳରେ ଘନଘନ ବିଦ୍ୟୁତ୍ କାଟ, ମଦର ପ୍ରସାର ବନ୍ଦ, ଶ୍ରମିକଙ୍କୁ ସରକାରୀ ମାନ୍ୟତା ଦାବିରେ ବ୍ଲକ୍ ସମ୍ମୁଖରେ ଆନ୍ଦୋଳନ କରିଛି । ଏହି ସମସ୍ୟକୁ ଲିଖିତ ଭାବରେ ଛାତ୍ର ନେତାମାନେ ବିଡ଼ିଓଙ୍କୁ ଜଣାଇବାସହ, ଏହାର ତରନ୍ତ ପ୍ରତିକାର ନହେଲେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପ୍ରଶାସନଙ୍କୁ ଚେତାବନୀ ଦେଇଛନ୍ତି ।
ବାଲେଶ୍ୱର ଭୋଗରାଇ ବ୍ଲକକୁ ବିଭିନ୍ନ ଜନଜୀବନ ସମସ୍ୟାକୁ ନେଇ ଛାତ୍ର ସଂଗଠନ ଡ଼ିଏସଓ ଘେରିଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JamesSak on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- HowardDob on ମେଘାଳୟ ଶ୍ରମିକ ରେସ୍କ୍ୟୁ ଅପରେସନରେ ସହଯୋଗର ହାତ ବଢାଇଲା ଓଡିଶା !
- PaxtonNut on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- RussellBeels on ଛଅବର୍ଷ ବୟସରେ ହୋଇଥିଲା ବାଲ୍ୟ ବିବାହ, ୧୨ବର୍ଷ ପରେ ଏଥିରୁ ମୁକୁଳି ପାରିଲେ ଯୁବତୀ
- RogerAbipt on ଛଅବର୍ଷ ବୟସରେ ହୋଇଥିଲା ବାଲ୍ୟ ବିବାହ, ୧୨ବର୍ଷ ପରେ ଏଥିରୁ ମୁକୁଳି ପାରିଲେ ଯୁବତୀ
