ଭୁବନେଶ୍ୱର: ହାତ ଛାଡ଼ି ହାତୀରେ ବସିଲେ କଂଗ୍ରେସର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଆଜି ଲୋୟର ପିଏମଜିରେ ଆୟୋଜିତ ସମାବେଶରେ ବହୁଜନ ସମାଜବାଦୀ ପାର୍ଟିରେ ଯୋଗ ଦେଲ ସଗରିଆ । ବିଏପିରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । କହିଛନ୍ତି ଯଦି ମାୟାବତୀ ତାଙ୍କୁ ଆଗାମୀ ଦିନରେ ରାଜ୍ୟରେ ଲଢିବାକୁ ଅନୁମତି ଦିଅନ୍ତି ତେବେ ମୁଖ୍ୟମନ୍ତ୍ରୀ ବିପକ୍ଷରେ ଲଢିବାକୁ ପ୍ରସ୍ତୁତି କହି ଟାର୍ଗେଟ କରିଛନ୍ତି । ଏହା ସହ ରାଜ୍ୟରେ ଚାଲିଥିବା ଅନ୍ୟାୟ ଅରାଜକତାକୁ ନିଜ ବକ୍ତବ୍ୟରେ ଉଥାପନ କରିଥିଲେ । କଂଗ୍ରେସର ଏହି ପୂର୍ବତନ ବିଧାୟକ କିଛି ମାସ ପୂର୍ବରୁ ଇସ୍ତଫା ଦେବାସହ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିସ୍କାର ହୋଇଥିଲେ । ଏହି ସମାବେଶରେ କୃଷ୍ଣ ଯୋଗ ଦେବା ସହ ତାଙ୍କର ଶତାଧିକ ସମର୍ଥକ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଏପିର ସୁପ୍ରିମୋ ମାୟାବତୀ ଉପସ୍ଥିତ ରହିନଥିଲେ ମଧ୍ୟ ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ପର୍ବ ଅନୁଷ୍ଠିତ ହୋଇଥିଲା ।
ହାତ ଛାଡ଼ି ହାତୀରେ ବସିଲେ କଂଗ୍ରେସର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
