ଖୋର୍ଦ୍ଧା: ସଦର ଥାନା ଦଧିମାଛଗାଡ଼ିଆ ନିକଟରେ ଅଭାବନୀୟ ଘଟଣା । ଏକ ଜଙ୍ଗଲି ବାରହା ଜଣେ ଶିଶୁକନ୍ୟାର ପାପୁଲି ଛିଡ଼ାଇ ନଇଥିବା ଅଭିଯୋଗ ଆସିଛି । ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଅନୁଯାୟୀ ଶିଶୁଟିର ବାପା ମାଆ ଏକ କ୍ରସରରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । କ୍ରସରରେ ବାପା ଓ ମାଆ କାମ କରୁଥିବା ବେଳେ ଶିଶୁଟି ନିକଟରେ ଖେଳୁଥିଲା । ଏହି ସମୟରେ ଏକ ଜଙ୍ଗଲି ବାରହା ଆସି ଶିଶୁକନ୍ୟାକୁ ଆକ୍ରମଣ କରିଥିଲା । ତେବେ ଶିଶୁଟିର ଡ଼ାହାଣ ପାପୁଲିଟି ସମ୍ପୁର୍ଣ୍ଣ ଖାଇ ଦେଇଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଶିଶୁଟିକୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହୋଉଛି ।
ଖୋର୍ଦ୍ଧା ଦଧିମାଛଗାଡ଼ିଆ ନିକଟରେ ଅଭାବନୀୟ ଘଟଣା; ଜଙ୍ଗଲି ବାରହା ଖାଇଦେଲା ଝିଅ ପାପୁଲି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
