ନୟାଗଡ଼: ଦେଶରେ ଇଏ କି ବ୍ୟବସ୍ଥା ଚାଲିଛି । ବିନା ଔଷଧରେ ରୋଗୀ ମରୁଛି, ଔଷଧ ଏକ୍ସପାରୀ ହୋଇଥିବାରୁ କୋଟି କୋଟି ଟଙ୍କାର ଔଷଧ ଫିଙ୍ଗା ହେଉଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗୋଚ୍ଛାବାରି ଗାଁ ନିକଟ ପୋଲ ତଳେ ପୁଳାପୁଳା ଔଷଧ ପିଙ୍ଗା ହୋଇଛି । ଔଷଧଗୁଡ଼ିକ ଏଠାରେ ପଡ଼ିଥିବା ବେଳେ ପୋଲିସ ଓ ପ୍ରଶାସନ ଏଠାରେ ପହଂଚି ନଥିବା ଜଣାପଡ଼ିଛି । ଏହା ଦେଖି ସାଧାରଣ ଲୋକ ଅନୁମାନ କରୁଛନ୍ତି ସରକାର ନିରାମୟ ଯୋଜନାରେ ମାଗଣାରେ ରୋଗୀଙ୍କୁ ଦିଆଯାଉଥିବା ଔଷଧ ଠିକ୍ ଭାବେ ବିତରଣ ନକରି ଏଠାରେ ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି । ଏହି ଘଟଣା ଗଣମାଧ୍ୟମରେ ପ୍ରସାରଣ ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଇଏ କି ବ୍ୟବସ୍ଥା; ବିନା ଔଷଧରେ ରୋଗୀ ମରୁଛି, କୋଟି କୋଟି ଟଙ୍କାର ଓøଷଧ ଏଠି ଫିଙ୍ଗା ହେଉଛି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- melbet_rxel on କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !
- aviator_wxer on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
- melbet_wgel on କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !
- aviator_viMl on କାଲି ଭକ୍ତଙ୍କୁ ଗୁଳିକରି ମାରିଦେଲେ, ଆଜି ତଣ୍ଟି କାଟିଦେଲେ !
- mostbet_vgkl on ୧୫୯ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ !
