ଭୁବନେଶ୍ୱର: ରାଜଧାନୀ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ହସ୍ପିଟାଲର ପଞ୍ଚମ ମହଲାରେ ବ୍ୟାଟେରି ରୁମ୍ରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ତେବେ ଖବରପାଇଁ ଅଗ୍ନିଶମ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏହାର କାରଣ ଖୋଜୁଛନ୍ତି ଅଗ୍ନିଶମ କର୍ମଚାରୀ । ଏହି ଅଗ୍ନକାଣ୍ଡ ଯୋଗଁ ରୋଗୀମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଅଗ୍ନକାଣ୍ଡରେ ରୋଗୀ ମାନଙ୍କ ସୁରକ୍ଷା ଦୁଷ୍ଟିରୁ କତ୍ତୃପକ୍ଷ ଆଇସିୟୁରୁ ରୋଗୀମାନଙ୍କୁ ବାହାରକୁ ଆଣି ଚିକିତ୍ସା କରୁଛନ୍ତି ।
ରାଜଧାନୀ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ; ରୋଗୀ ଭୟଭୀତ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
