ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲୁଥିବା କୁମ୍ଭମେଳାରେ ଲୋକମାନେ ଗଙ୍ଗାରେ ବୁଡ ପକାଇ ପାପ ଧୋଇବାକୁ ସେଠାରେ ପହଞ୍ଚୁଛନ୍ତି । କଲୁଅ ପଟେଲ ନାମକ ଜଣେ ବ୍ୟକ୍ତି ଗଙ୍ଗାରେ ପାପ ଧୋଇବାକୁ ପହଁଞ୍ଚିଥିଲେ । କିନ୍ତୁ ତାକୁ ପୁଲିସ୍ ସେଠାରେ ବୁଡ ପକାଇବାକୁ ଦେଲା ନାହିଁ, କାରଣ ସେ ଜଣେ ହଉଛି ଅପରାଧି ଅନେକ ବର୍ଷ ଧରି ସେ ୧୦ରୁ ଅଧିକ ମର୍ଡ଼ର କରିଛି । ପୁଲିସ୍ ଅନେକ ଦିନ ହେଲା ତାକୁ ଖୋଜୁଥିଲା କିନ୍ତୁ ତା’ର ଟେର ମିଳୁନଥିଲା । ପୁଲିସ୍ ହାଜତରେ ପଚରାଉଚରା କରିବା ପରେ ସେ ମର୍ଡ଼ର କରିଥିବାର କାରଣ ସ୍ପଷ୍ଟ କରିଛି । କଲୁଆର କହିବାର କଥା ହେଉଛି ଯେଉଁ ଲୋକମାନଙ୍କୁ ସେ ମର୍ଡ଼ର କରିଛି, ସେମାନେ ତାକୁ ଅତିତରେ ତାର ମଜା ଥଟ୍ଟା ଉଡାଉଥିଲେ । ସେ ରାଗରେ ତାଙ୍କୁ ମର୍ଡ଼ର କରିଛି ବୋଲି ସ୍ୱିକାର କରୁଛି ।
ଶିଖିତ ପାପି; ପାପ କରି ପ୍ରାୟଶ୍ଚିତ ପାଇଁ ଗଙ୍ଗାରେ ବୁଡ !
- Advertisement -
Stay Connected
Comment
- Ronaldanync on ଯାଜପୁରରୁ ଆଉ ୨ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୬କୁ ବୃଦ୍ଧି
- Rafaelbox on ପ୍ରବାସୀ ଓଡ଼ିଆମାନଙ୍କୁ ନିୟମ ମାନିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- LesterdoubS on ଉତ୍ତର ପ୍ରଦେଶର ୧୨ସହିଦ ଯବାନଙ୍କ ଘରକୁ ମିଳିବ ୨୫ ଲକ୍ଷ ଟଙ୍କା !
- Rafaelbox on ରାସ୍ତା ପାଇଁ ମେଳି ବାନ୍ଧିଲେ ଗ୍ରାମବାସୀ; ହକ୍ ପାଇଁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଜାରି !
- ThomasAtrox on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !

Everything for Minecraft https://topminecraftworldseeds.com/ in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.