ଜାନୁଆରୀ ୨୮ ତାରିଖ ୨୦୧୯ମସିହା (ସୋମବାର)
କାଳବେଳା – ଦିବା ଘ୦୭/୫୦ଗତେ ଘ୦୯/୧୫ମଧ୍ୟେ
ବାରବେଳା-ଦିବା ଘ୦୨/
୫୦ଗତେ ଘ୦୪/୧୫ମଧ୍ୟେ
ଅମୃତବେଳା – ଦିବା ଘ୦୭/୫୦ମଧ୍ୟେ ଓ ଘ୦୧/୨୮ଗତେ ଘ୨୨/୫୦ମଧ୍ୟେ
ମାହେନ୍ଦ୍ର ବେଳା- ଦିବା ଘ ୦୯/୧୬ ଗତେ ଘ୧୦/୩୪ମଧ୍ୟେ ଓ ରାତ୍ରି ଘ୧୨/୦୩ଗତେ ଘ୦୧/୪୨ମଧ୍ୟେ
ମେଷ: ଆଜି ଆପଣଙ୍କର ଊର୍ଜାର ସ୍ତର ବଢ଼ିବ। କୌଣସି କାମ କରିବା ପୂର୍ବରୁ ସହଯୋଗୀଙ୍କ ପରାମର୍ଶ ନିଅନ୍ତୁ। ତର୍କ-ବିତର୍କ ଓ ସମସ୍ୟା ଠାରୁ ଦୂରେଇ ରହନ୍ତୁ। କର୍ମଜୀବୀ ମହିଳାଙ୍କର ଅଫିସ୍ରେ ଉନ୍ନତି ହେବ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।
ବୃଷ: ଦିନଟି ଆପଣଙ୍କୁ ଢେର୍ସାରା ଫାଇଦା ଦେବ। ଅଫିସ୍ରେ ଆପଣଙ୍କ କାମକୁ ସୁଚାରୁରୂପେ ତୁଲାଇବେ। ଆର୍ଥିକ ସ୍ଥିତି ସୁଧୁରିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଶତ୍ରୁଙ୍କୁ ପରାସ୍ତ କରିବେ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।
ମିଥୁନ: ଆଜି ଆପଣ ଖୁବ୍ ଊର୍ଜାବାନ ଅନୁଭବ କରିବେ। କାମ ପ୍ରତି ଆପଣଙ୍କର ଉତ୍ସାହ ବଢ଼ିବ। ମହିଳା ବନ୍ଧୁଙ୍କ ମାଧୢମରେ ଆପଣଙ୍କର କିଛି ଆଶା ପୂରା ହେବ। ବ୍ୟବସାୟରେ ଫାଇଦା ହେବ। ଛାତ୍ରଙ୍କୁ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଭଦ୍ରକାଳୀ।
କର୍କଟ: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ଅଫିସରେ ନୂଆ ପରିଯୋଜନାରେ କାମ କରିପାରନ୍ତି। ଅଚାନକ ଧନଲାଭ ହେବ। ବ୍ୟବସାୟରେ ନୂଆ ପ୍ରସ୍ତାବ ଲାଭଦାୟକ ହେବ। ଜୀବନସାଥୀଙ୍କ ଠାରୁ ଭଲ ଉପହାର ମିଳିପାରେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।
ସି˚ହ: ଯଶପ୍ରାପ୍ତିର ଦିନଟିଏ। ଆପଣ ଯାହାଙ୍କୁ ଯାହା କିଛି କହିବେ ସେ ମନା କରିବେ ନାହିଁ। ବ୍ୟବସାୟୀଙ୍କୁ ଆଶା ଠୁଁ ଅଧିକ ଲାଭ ମିଳିବ। ଅଫିସ୍ରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।
କନ୍ୟା: ଦିନଟି ଠିକ୍ଠାକ୍ ରହିବ। ଅଫିସ୍ରେ ନିଜର କାମ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କରିନେବେ। କଳାକାରଙ୍କୁ ଫିଲ୍ମ ବା କାର୍ଯ୍ୟକ୍ରମରେ ଅନୁବନ୍ଧ ମିଳିବ। ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସନ୍ତୋଷୀ ମାତା।
ତୁଳା: ଆପଣ ନିଜର ଭଲ ମନୋଭାବ ଅନୁଭବ କରିବେ। ବ୍ୟବସାୟୀଙ୍କୁ ଧନଲାଭ ହୋଇପାରେ। ଅଫିସ୍ରେ ତଳିଆ କର୍ମଚାରୀଙ୍କ ସହଯୋଗ ମିଳିପାରେ। ରାଜନୀତିରେ ସଫଳତା ପାଇବେ। ଘରେ ସଦସ୍ୟମାନଙ୍କର ଉତ୍ସାହ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଭଦ୍ରକାଳୀ।
ବିଛା: ଆପଣ ନିଜ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ଆପଣଙ୍କର କୌଣସି ଯୋଜନା ସମୟ ପୂର୍ବରୁ ପୂରା ହୋଇଯିବ। ଆର୍ଥିକ ପକ୍ଷ ମଜଭୁତ ହେବ। ଜୀବନସାଥୀଙ୍କଠାରୁ ସକାରାତ୍ମକ ସ˚କେତ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ସୂର୍ଯ୍ୟଦେବ।
ଧନୁ: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନସମ୍ମାନ ଓ ପ୍ରତିଷ୍ଠା ବଢ଼ିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।
ମକର: ନୂଆ ଭିତ୍ତି ରଖିବା ଲାଗି ଦିନଟି ଅନୁକୂଳ। ଲୋକେ ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ଭ୍ରମଣ ଉପରେ ଆଧାରିତ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ପରିଶ୍ରମର ପୂରା ଫଳ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।
କୁମ୍ଭ: ମନରେ ଧାର୍ମିକ ଭାବନା ଉଦୟ ହେବ। ପରିବାର ସଦସ୍ୟଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଆପଣ କିଛି ଏ ଭଳି କାମ କରିବେ ଯାହା ଦ୍ବାରା ଆପଣଙ୍କୁ ପ୍ରଶ˚ସା ମିଳିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଅମ୍ବିକା।
ମୀନ: ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ; ସମ୍ଭାବ୍ୟ ସ˚କଟ ଦୂର ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ରାଜନେତାଙ୍କୁ ପରିଶ୍ରମର ଫଳ ମିଳିବ। ଛାତ୍ରଙ୍କୁ କୌଣସି ବିଶେଷ କ୍ଷେତ୍ରରେ ଲାଭ ହୋଇପାରେ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ତାରିଣୀ

Pleae leet mme kknow if you’re lookng for a article author
foor you blog. You have sime realky grteat pots aand I tuink I
wojld bbe a gopd asset. If yoou evrr want tto tke spme off the loqd off, I’d really
lioke to wrie some conyent ffor yoour blog iin exchage ffor a
link bacdk tto mine. Please srnd mee aan e-mail iff interested.
Thankk you!
Gallery movie thumbDiversion eroticYoung hot moms that r
nudeNew jersey stores for bridal lingerieDr watts age defying facial treatmentMen’s
vintage robeOnset adult asthmaPussy gaping
orgasmShaved playground kateMiley cyrus look alike porn vid xnxx
Girls with sperm in there pussyClitoris hdBrazilian twins pornStuffing a
worm in your cockPorn web search ngineParent directory xvid xxx html htm php shtml opendivx md5Hockey players upskirt
photosDate free in sex virginiaNude women on powerpointTeen boy condom blowjob xnxxgratis.com
Tiny model princess nudeSilvia villarroya nudeOld mom pussy tubeBusty hottie 2009 jelsoft enterprises ltdBlonde sluts lesbiansGrils giving blow jobsFreckled long nailed milfShemale dick piercingMarge simpson cleaning nakedNatural
hairy free pussy xnxx Escort services females richmond
indVintage stock video gamePorn bikini moviesCamera hidden peeFat ass stripteaseTeen titans raven action figuresOrgasm
tease and denial clitLower back pain anusCatalina and max hardcoreFree femdom
strapon picsSex movies of trained bestility dogsGay video canada