ଖୋର୍ଦ୍ଧା: ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ବିରୋଧ ସ୍ୱର ଉଠାଇଲା ଜନତା । ନିଜ ଦଳର ସରପଂଚ ପ୍ରତିନିଧିଙ୍କୁ ଦୃବ୍ୟବହାର ପ୍ରସଙ୍ଗରେ ଆନ୍ଦୋଳନ ଏବେ ରାଜ ରାସ୍ତାରୁ ଆସି ଆଇନକୁ ଅମାନ୍ୟ କରିଛି । ଉତକ୍ତ ଲୋକ ଥାନାରେ ପଶି ଭଙ୍ଗାରୁଜ୍ଜା କରିବା ସହ ପୋଲିସକୁ ମାଡ଼ ଓ ଏସଡ଼ିପିଓଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । କିଛି ମାସ ହେବ ବିଧାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ ପରେ ପୋଲିର ନିଷ୍କ୍ରିୟତା ନେଇ ଆଜି ମେଳି କରିଥିଲେ ଜନତା । ବେଗୁନିଆ ଥାନା ହଜାର ହଜାର ଜନସାଧାରଣ ଘେରାଉ କରିବା ସହ ଥାନା ଭିତରେ ଧସେଇ ପସିଥିଲେ । ବାରମ୍ବାର ସାଧାରଣ ଜନତା ବିଧାୟକଙ୍କ ବିରୋଧରେ ଅଭିଯୋଗ ପରେ ମଧ୍ୟ ପୋଲିସର ନିରବତାକୁ ଏପରି ନିଷ୍ପତି ନେଇଥିଲେ ଆନ୍ଦୋଳନକାରୀ । ଏବେ ପୋଲିସ ସାଧାରଣ ଜନତାଙ୍କୁ ନ୍ୟାୟ ଦେବାକୁ ଯାଇ ପୋଲିସର ଅଣ୍ଟି ପୋଡ଼ି ଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଆଉ କିଛିମାସ ମଧ୍ୟରେ ରାଜ୍ୟରେ ନିର୍ବାଚନ ଆସୁଥିବା ବେଳେ ବିଧାୟକଙ୍କ ବିରୋଧରେ ଏପରି ଅଭିଯୋଗ ଦଳକୁ ନିମ୍ନଗାମୀ କରୁଥିବା ଦେଖିବାକୁ ମିଳିଛି । ଯାହା ଆଗାମୀ ଦିନରେ ବିଧାୟକଙ୍କୁ ଭାରି ପଡ଼ିବା ନିଶ୍ଚିତ ହେଲାଣି ।
ବିଧାୟକଙ୍କ ଦୋଷ ଲୁଚାଇବାକୁ ଯାଇ ପୋଲିସର ଅଣ୍ଟି ପୋଡ଼ିଗଲା; ତାଲିଲେ ଜନତା ଭାଙ୍ଗିଲେ ଗାଡ଼ି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Veola on ମେଘାଳୟ ଶ୍ରମିକ ରେସ୍କ୍ୟୁ ଅପରେସନରେ ସହଯୋଗର ହାତ ବଢାଇଲା ଓଡିଶା !
- postroika 892 on ଉନ୍ମୋଚିତ ହେଲା ୧୦୦ ଟଙ୍କିଆ କଏନ୍ , କଏନରେ ରହିଛି ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଛବି !
- Richardhof on ବିବାଦ ପରେ ମଧ୍ୟ ସଂଶୋଧିତ ହୋଲ୍ଡିଂ ଟିକସ ଆଦାୟ କରିବ ବିଏମ୍ସି
- cele mai bune sloturi cu 3 role on ନିଉଜିଲାଣ୍ଡ୍: କ୍ରିଷ୍ଟ୍ଚର୍ଚ ସହର ମସ୍ଜିଦ୍ରେ ଗୁଳିକାଣ୍ଡ ଘଟି ୨୫ ମୃତ
- grocery gondola on ଆଜି ଭାଲେନ୍ଟାଇନ୍ ଡେ ପ୍ରେମ ପାଇଁ ଦିନ ଟିଏ ……
