ଖୋର୍ଦ୍ଧା: ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ବିରୋଧ ସ୍ୱର ଉଠାଇଲା ଜନତା । ନିଜ ଦଳର ସରପଂଚ ପ୍ରତିନିଧିଙ୍କୁ ଦୃବ୍ୟବହାର ପ୍ରସଙ୍ଗରେ ଆନ୍ଦୋଳନ ଏବେ ରାଜ ରାସ୍ତାରୁ ଆସି ଆଇନକୁ ଅମାନ୍ୟ କରିଛି । ଉତକ୍ତ ଲୋକ ଥାନାରେ ପଶି ଭଙ୍ଗାରୁଜ୍ଜା କରିବା ସହ ପୋଲିସକୁ ମାଡ଼ ଓ ଏସଡ଼ିପିଓଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । କିଛି ମାସ ହେବ ବିଧାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ ପରେ ପୋଲିର ନିଷ୍କ୍ରିୟତା ନେଇ ଆଜି ମେଳି କରିଥିଲେ ଜନତା । ବେଗୁନିଆ ଥାନା ହଜାର ହଜାର ଜନସାଧାରଣ ଘେରାଉ କରିବା ସହ ଥାନା ଭିତରେ ଧସେଇ ପସିଥିଲେ । ବାରମ୍ବାର ସାଧାରଣ ଜନତା ବିଧାୟକଙ୍କ ବିରୋଧରେ ଅଭିଯୋଗ ପରେ ମଧ୍ୟ ପୋଲିସର ନିରବତାକୁ ଏପରି ନିଷ୍ପତି ନେଇଥିଲେ ଆନ୍ଦୋଳନକାରୀ । ଏବେ ପୋଲିସ ସାଧାରଣ ଜନତାଙ୍କୁ ନ୍ୟାୟ ଦେବାକୁ ଯାଇ ପୋଲିସର ଅଣ୍ଟି ପୋଡ଼ି ଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଆଉ କିଛିମାସ ମଧ୍ୟରେ ରାଜ୍ୟରେ ନିର୍ବାଚନ ଆସୁଥିବା ବେଳେ ବିଧାୟକଙ୍କ ବିରୋଧରେ ଏପରି ଅଭିଯୋଗ ଦଳକୁ ନିମ୍ନଗାମୀ କରୁଥିବା ଦେଖିବାକୁ ମିଳିଛି । ଯାହା ଆଗାମୀ ଦିନରେ ବିଧାୟକଙ୍କୁ ଭାରି ପଡ଼ିବା ନିଶ୍ଚିତ ହେଲାଣି ।
ବିଧାୟକଙ୍କ ଦୋଷ ଲୁଚାଇବାକୁ ଯାଇ ପୋଲିସର ଅଣ୍ଟି ପୋଡ଼ିଗଲା; ତାଲିଲେ ଜନତା ଭାଙ୍ଗିଲେ ଗାଡ଼ି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
