ଭୁବନେଶ୍ୱର: ଲିଙ୍ଗରାଜ ଥାନା ଗୌରି ନଗର ଲେନଂ ୫ରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବତୀ ତାଙ୍କ ରୁମ ମେଂଟକୁ ନିର୍ମମ ଭାବେ ତଂଟି କାଟି ହତ୍ୟା କରିଛି । ଉକ୍ତ ହତ୍ୟାକାରୀ ଯୁବତୀଙ୍କ ଘର କୋଣାର୍କ ଅଂଚଳର ହୋଇଥିବା ବେଳେ ହତ୍ୟାର ଶିକାର ହୋଇଥିବା ଯୁବତୀ ଘର ବାଲେଶ୍ୱର ବସ୍ତା ଅଂଚଳ ହୋଇଥିବା ଜଣାପଡ଼ିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଏହାକୁ ପ୍ରେମ ଜନୀତ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରୁଛି । ହତ୍ୟାକାରୀ ଯୁବତୀ ଅଳକା ନନ୍ଦା ଏକ ସ୍ୱସ୍ଥାସେବୀ ସଂଗଠନରେ କାମ କରୁଥିବା ବେଳେ ମୃତ ଯୁବତୀ ଅନୀତା ମିଶ୍ର ଏକ କନ୍ସଟାଲିନ୍ସସି କମ୍ପାନୀରେ କାମ କରୁଥିଲେ । ତେବେ ପୋଲିସ ହତ୍ୟାକାରୀ ଯୁବତୀକୁ ଅଳକାକୁ ଅଟକ ରଖି ପଚରାଉଚରା କରୁଥିବା ଜଚ୍ଚା ପଡ଼ିଛି ।
ଗଳାକାଟି ହତ୍ୟାକଲା ଯୁବତୀ; ହତ୍ୟାର କାରଣ ଅସ୍ପଷ୍ଟ,ପୋଲିସର ତଦନ୍ତ ଜୋରଦାର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- pinup_hqSn on ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’
- aviator_kimr on କାମ ଦେଲାନି ମୋଦୀ ଯାଦୁ : ପଞ୍ଚମ ଥର ନବୀନ; ବିଜେପି ନିଷ୍ପ୍ରଭ, ମାଟି କାମୁଡ଼ିଲା କଂଗ୍ରେସ
- melbet_awpa on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- mostbet_cyEl on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- pinup_eiSn on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
