ନୟାଗଡ଼: ଓଡ଼ଗାଁରେ ପାଗଳ ଯୁବକର ଉନ୍ମକ୍ତକାଣ୍ଡ । ଗତମଧ୍ୟ ରାତିରେ ଗାଁର ପାଗଳ ଯୁବକର ପଥର ଓ ଢେଲାମାଡ଼ରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଗଳକୁ ରୋକିବାକୁ ଯାଇ ଥାନା ଆଇଆଇସି ଲହୁଲୁହାଣ ହୋଇଛନ୍ତି । ଏହାସହ ରାତି ଜଗୁଆଳି ଓ ତାଙ୍କ ଗର୍ଭବତୀ ଝିଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଶରଣକୁଳ ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ପୋଲିସ ପାଗଳ ଯୁବକକୁ ପୋଲିସ କାବୁ କରିଥିବା ବେଳେ ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ଓଡ଼ଗାଁରେ ପାଗଳ ଯୁବକର ଉନ୍ମକ୍ତକାଣ୍ଡ; ପଥର ମାଡ଼ରେ ୨ମୃତ, ୨ଗୁରୁତର,ଆଇଆଇସି ଲହୁଲୁହାଣ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_vgMt on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- mostbet_ciPt on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- CassidySap on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- mostbet_dkmn on ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା
- mostbet_qyMt on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
