ବ୍ରହ୍ମପୁର : କାମାନ୍ଧର ପ୍ରେମ ପାଇଁ ଦୁନିଆ କ’ଣ ଜାଣିବା ପୂର୍ବରୁ ଜୀବନ ହରାଇଲା କୋମଳମତି ଶିଶୁ । ପ୍ରଥମରେ ଅପହରଣ କରି ଅତି ନୃଶଂସ ଭାବରେ ପଥରରେ ଛେଚି ହତ୍ୟା କଲା କାମାନ୍ଧ ପ୍ରେମିକ । ସୂଚନା ଯୋଗ୍ୟ ଯେ ପ୍ରଥମେ ସଦାନନ୍ଦ ବିହାର ନିବାସୀ ନିରୂପାରାଣୀ ଆଚାର୍ଯ୍ୟଙ୍କ ସହ ଯାଜପୁରର ଦେବାଶିଷ ପଣ୍ଡା ଫେସ୍ବୁକ୍ରେ ବନ୍ଧୁତ୍ୱା ସ୍ଥାପନ କରିଥିଲେ । ବନ୍ଧୁତ୍ୱା ନିବିଡ ହେବା ପରେ ସେ ଘରକୁ ଯିବା ଆସିବା ଲାଗି ରହିଲା ଏପରିକି ସେ ବନିଗଲେ ନିରୂପାରାଣୀର ଧରମ ଭାଇ ଇତି ମଧ୍ୟରେ ଦେବାଶିଷ ଯାଜପୁରରୁ ବ୍ରହ୍ମପୁରକୁ ମଝି ମଝିରେ ଆସି ନିରୂପାରାଣୀ ଘରକୁ ଯାଏ ଏବଂ ପ୍ରେମ ନିବେଦନ ମଧ୍ୟ କରୁଥାଏ । ତେବେ ଇତି ମଧ୍ୟରେ ଶିଶୁ ପୁତ୍ରଟି ବାଧା ସୃଷ୍ଟି କରିଥିବା ସନ୍ଦେହ କରି ରାସ୍ତାରୁ ସବୁଦିନ ଲାଗି ସଫା କରିବା ପାଇଁ କାମାନ୍ଧ ପ୍ରେମିକ ମନସ୍ଥ କରିଥିଲା । ନିରୂପାରାଣୀଙ୍କ ପୁଅ ଆଶିଷ ଅୟୁଷମାନଙ୍କର ଜନ୍ମଦିନ ୬ ତାରିଖରେ ଗୋପାଳପୁର ସର୍କିଟ ହାଉସ୍ରେ ଧୁମ୍ଧାମ ପାଳନ ହୋଇଥିବା ବେଳେ ଦେବାଶିଷ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲା । ଆୟୁଷ ମାନ ସ୍ଥାନୀୟ ଡ଼ିଏଭି ସ୍କୁଲ୍ର ପ୍ରଥମ ଶ୍ରେଣୀ ଛାତ୍ର ହୋଇଥିବା ବେଳେ କିଛି ଦିନ ହେବ କାମାନ୍ଧା ଦେବାଶିଷ ନିରୂପାରାଣୀଙ୍କ ଘରେ ରହିଥିଲା । ଚଳିତ ମାସ ୧୨ ତାରିଖରେ ଅୟୁଷମାନକୁ ସ୍କୁଲ୍ରେ ଛାଡ଼ିବା ପାଇଁ ଦେବାଶିଷ ନେଇଯାଇଥିଲା । ଗଞ୍ଜାମର ପ୍ରସିଦ୍ଧ ପୀଠ ମା’ ତାରାତାଣିଣୀ ପାଦ ଦେଶରେ ଥିବା ଏକ ନିର୍ଜନ ଜଙ୍ଗଲ ରାସ୍ତାରେ ଅତି ନିର୍ମମ ଭାବେ ପଥର ଛେଚି ଶିଶୁଟିକୁ ହତ୍ୟା କରିଥିଲା । ସନ୍ଧ୍ୟା ହୋଇଥିଲେ ହେଁ ପୁଅକୁ ନପାଇ ମା ପ୍ରଥମେ ଦେବାଶିଷକୁ ଫୋନ କରିଥିଲେ । କିନ୍ତୁ ତା’ର ଫୋନ୍ ବନ୍ଦ ଥିବାରୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଫୋନ୍ କରିଥିଲେ । ଅନ୍ୟ ପକ୍ଷରେ ସ୍କୁଲ୍ ପ୍ରଶାସନ ଆୟୁଷମାନ ସ୍କୁଲ୍କୁ ଆସିନଥିବା ସୂଚନା ଦେଇଥିଲେ । ବହୁ ଖୋଜାଖୋଜି ପରେ ସ୍ଥାନୀୟ ଥାନାରେ ଗତ ୧୩ ତାରିଖରେ ମୃତ୍ୟୁ ଶିଶୁର ମା’ ଅଭିଯୋଗ କରିଥିଲେ । ପ୍ରଥମେ ଅଭିଯୋଗକୁ ଭିତ୍ତିକରି ଏହା ଏକ ଅପହରଣ ମାମଲା ବୋଲି ପୋଲିସ ରୁଜୁ କରିଥିବା ବେଳେ ବ୍ରହ୍ମପୁର ଏସ୍ପି ପିନାକ୍ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଦୁଇଜଣ ଏଏସ୍ପି ଶାନ୍ତୁନୁ ଦାସ ଓ ପ୍ରଭାତ ରାଉତରାୟଙ୍କ ନେତୃତ୍ୱରେ ତିନିଗୋଟି ଟିମ୍ ଗଠନ ହେଲା ଯେଉଁଥିରେ ସାମିଲ ହୋଇଥିଲେ ବ୍ରହ୍ମପୁର ଟାଉନ୍ର ସମସ୍ତ ଆଇଆଇସି । ପ୍ରଥମରୁ ପୋଲିସ ଦେବାଶିଷକୁ ସନ୍ଦେହ କରି ଫୋନ୍ ଟ୍ରାକିଂ କରିଥିବା ବେଳେ ସୋନପୁରର ଡୁଙ୍ଗୁରିପାଲି ଅଞ୍ଚଳରୁ ପୋଲିସ ତାକୁ ଗିରଫ କରିଥିଲା । ପରେ ସେ ପୋଲିସ ପାଖରେ ସମସ୍ତ ସତକଥା ବଖାଣିଥିଲା । ତାହାର କଥାକୁ ଆଧାର କରି ପୋଲିସ ହତ୍ୟାସ୍ଥଳକୁ ପହଞ୍ôଚ ଶବ ଜବତ କରିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟାକାରୀ ଧରମ ମାମୁ ଯେତେବେଳେ ଶିଶୁଟିକୁ ପ୍ରଥମେ ହତ୍ୟା ଉଦ୍ୟମ କରି ପଥର ଛେଚି ଥିଲା ଶିଶୁଟି ରକ୍ଷା ପାଇବା ପାଇଁ ତାକୁ ହିଁ ଯାବୁଡ଼ି ଧରିଥିବା କଥା ହତ୍ୟାକାରୀ ପୋଲିସ ପଚରା ଉଚୁରା ବେଳେ କହିଛି । ତେବେ ଆହୁରୀ ଅନେକ ଦିଗକୁ ପୋଲିସ ତଦନ୍ତ ଜାରି ରଖିଛି । ତଦନ୍ତରେ ବାଧା ସୃଷ୍ଟି ହେବା ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପୋଲିସ ମନା କରିଛି । ସ୍ଥାନୀୟ ଏସ୍ପିଙ୍କ କାର୍ଯ୍ୟାଳୟରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ସୂଚନା ଦେଇଛନ୍ତି ।
କାମାନ୍ଧ ପ୍ରେମିକର ନାରକୀୟ କାଣ୍ଡ: ଚାଲିଗଲା କୋମଳମତି ଶିଶୁର ଜୀବନ
- Advertisement -
Stay Connected
Comment
- luxury car rental miami_hxKn on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- mostbet_bmOl on ବାଙ୍କୀରେ ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା
- mostbet_xfmt on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- mostbet_cbEl on ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟସ ଲଡୁ ।
- 1win_iumr on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
W katalogu gier znajdują się znane produkcje, w tym Chicken Road 2, Fire Joker, Funky Time, Dog House 1000 czy Energy Joker: Hold and Win. Od momentu startu projektu w 2019 roku platformie zaufało już ponad 350 000 użytkowników. Serwis działa na podstawie licencji wydanej przez regulatora z Curaçao, co zapewnia zgodność z europejskimi standardami branży iGaming. Ambicją marki jest oferowanie jakości usług, która może skutecznie konkurować z popularnymi serwisami pokroju TotalCasino.