୧୫୯ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ !

Odisha Hot News
0 Min Read


ବାଲେଶ୍ୱର ; ବାଲେଶ୍ୱର ବସ୍ତା ଥାନା ସଦାନନ୍ଦପୁରରୁ ୧୫୯ ଗ୍ରାମର ବ୍ରାଉନସୁଗାର ଜବତ । ଅବକାରୀ ବିଭାଗର କେନ୍ଦ୍ରିୟ ଗୁଇନ୍ଦା ଟିମ୍ ଏହି ବ୍ରାଉନ୍ ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଅବଦୁଲ ଫାରିକ ଖାଁ । ତେବେ ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କାରୁ ଅଧିକ ।

Share This Article
Leave a Comment