କଳାହାଣ୍ଡି: ପୁଣି ଜୀବନ ହାରିଲା ଅନ୍ନଦାତା । ଅଦିନିଆ ଚକଡ଼ା ଫସଲ ଉଜାଡ଼ି ଦେବା ପରେ ଋଣଭାର ଚିନ୍ତାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ଚାଷୀ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ସାନକୁଟୁ ଗାଁରେ ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମୃତ ଚାଷୀ ଗାଁର ଲାବନ୍ୟ ମାଝୀଙ୍କ ପୁଅ ବିନୋଦ ମାଝୀ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଚାଷୀ ବିନୋଦଙ୍କ ମୃତ ଦେହ ଗାଁ ପାଖ ଆମ୍ବଗଛରେ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଖବରପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପାଇ ତଦନ୍ତ ଜାରି ରଖିଛି । ଏହାସହ କ୍ଷତିପୂରଣ ପାଇଁ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି ଉପସ୍ଥାପନା କରିଛନ୍ତି ।
ପୁଣି ଅଦିନିଆ ଚକଡ଼ା ଚାଷୀର ଜୀବନ ନେଲା; ଋଣଭାର ଚିନ୍ତାରେ ରଶି ଲଗାଇ ଆତ୍ମହତ୍ୟା କଲା ଚାଷୀ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Kapelnica ot pohmelya_fter on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Georgepat on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- Vivod iz zapoya v stacionare_yrSl on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- mostbet_cymi on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- HoraceBoilk on ଚୋରା ସାଜିଥିଲା କୋଟିପତି
