କଳାହାଣ୍ଡି: ପୁଣି ଜୀବନ ହାରିଲା ଅନ୍ନଦାତା । ଅଦିନିଆ ଚକଡ଼ା ଫସଲ ଉଜାଡ଼ି ଦେବା ପରେ ଋଣଭାର ଚିନ୍ତାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ଚାଷୀ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ସାନକୁଟୁ ଗାଁରେ ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ମୃତ ଚାଷୀ ଗାଁର ଲାବନ୍ୟ ମାଝୀଙ୍କ ପୁଅ ବିନୋଦ ମାଝୀ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଚାଷୀ ବିନୋଦଙ୍କ ମୃତ ଦେହ ଗାଁ ପାଖ ଆମ୍ବଗଛରେ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ଖବରପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପାଇ ତଦନ୍ତ ଜାରି ରଖିଛି । ଏହାସହ କ୍ଷତିପୂରଣ ପାଇଁ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି ଉପସ୍ଥାପନା କରିଛନ୍ତି ।
ପୁଣି ଅଦିନିଆ ଚକଡ଼ା ଚାଷୀର ଜୀବନ ନେଲା; ଋଣଭାର ଚିନ୍ତାରେ ରଶି ଲଗାଇ ଆତ୍ମହତ୍ୟା କଲା ଚାଷୀ !
- Advertisement -

I’m impressed, I have tto admit. Rardely ddo I encounte a blog that’s equally educative
and engaging, and witrhout a doubt, you havve
hit the nail on tthe head. The problwm iss an issue that not enough folks aree speaking intelligently about.
I aam very happy that I stumbled acroszs thi inn my search foor something regarding this.
xnxx