ଭୁବନେଶ୍ୱର : ତମାଣ୍ଡୋ ଥାନା ସ୍ଥିତ ସାହାଣୀ କାଶିପୁର ଗାଁ ରାସ୍ତାରେ ଘଟିଛି ଗୁଳିକାଣ୍ଡ । ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣାଟି ଜଣେ ଗୁପଚୁପ ବେପାରୀଙ୍କ ସହ ଘଟିଛି । ଗୁପଚୁପ ବେପାରୀଙ୍କ ଠାରୁ ଲୁଟିବାକୁ ଯାଇ ୩ଜଣ ଦୁର୍ବୁତ୍ତ ଗୁଳି ଚଳାଇଥିଲେ । ମାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ ଗୁପଚୁପ ବେପାରୀ, ଗୁଳିଟି ତାଙ୍କ ଦେହରେ ନବାଜି ଖଟା ପାଣି ହାଣ୍ଡିରେ ବାଜିଥିଲା । ପୋଲିସ୍ ଖବର ପାଇ ସେଠାରେ ପହଞ୍ଚି ଛାନଭିନ କରିଛି । ଏପର୍ଯ୍ୟନ୍ତ ପୁଲିସ ଦୁର୍ବୃତ୍ତମାନଙ୍କର ଟେର ପାଇନାହିଁ । ସୁଚନା ଅନୁଯାଇ ବୋଲଗଡ ଅଞ୍ଚଳର ରବୀନ୍ଦ୍ର ସ୍ୱାଇଁ (ଗୁପଚୁପ ବେପାରୀ) କାଶୀପୁର ଗାଁରେ ଭଡାରେ ରହି ତମାଣ୍ଡୋ ବଜାରରେ ଗୁପଚୁପ ବେପାର କରନ୍ତି । ଗତକାଲି ରାତିରେ ବେପାର ସାରି ଘରକୁ ଫେରୁଥିବା ବାଟରେ ଦୁଇଟି ବାଇକରେ ୩ଜଣ ଆରୋହି ତାଙ୍କୁ ଅନ୍ଧାରରେ ଅଟକାଇଥିଲେ । ଏବଂ ସେଠାରେ ତାଙ୍କୁ ଧମକାଇ ତାଙ୍କ ପକେଟରୁ ୯୦୦ ଟଙ୍କା ଛଡାଇ ନେଇଥିଲେ । ଯେତେବେଳେ ତାଙ୍କଠାରୁ ପଇସା ଛଡାଇନେଇଥିଲେ ସେତେବେଳେ ସେ ପାଟି କରିବାକୁ ଲାଗିଥିଲେ । ସେତେବେଳେ ହଠାତ ଜଣେ ଦୁର୍ବୃତ୍ତ ବନ୍ଧୁକ ବାହାର କରି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ରବୀନ୍ଦ୍ର ପ୍ରାଣ ବିକଳରେ ସେଠାରେ ବସି ପଡ଼ିବାରୁ ଗୁଳିଟି ତାଙ୍କ ପେହରେ ନବାଜି ଖଠା ପାଣି ହାଣ୍ଡିରେ ବାଜିଥିଲା । ଏହା ପରେ ରବୀନ୍ଦ୍ର ସେଠାରୁ ଦୌଡ଼ି ପଳାଇଥିଲେ । ଏବେ ସେଠାକାର ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ରାଜଧାନୀରେ ଫୁଟିଲା ଗୁଳି !
1 Comment
1 Comment

Pornography punkFree naked male boxing video clipsVery
wet wet pussyNames of breast cancer medicinesPantyhose bitchesSalt lake
independent escortRapidshare naked youtube videosAmateur
stories blogMeet teens locally xnxx Swarovski margarita 3700 vintageHow to be a sexy virginFree porn cheating
mumsSoy breast cancer riskNude hq photoForced worker sexBlack bbw girlfriend thick forumFoe
gay nudesBikini thong thumnail post https://xnxx4.cc Landstuhl nudesGreen planet naked
girlXxx public sex moviesReal teacher naked on internetIntercourse every day reduce sperm countTeen suicide the
lawLovely tit sexStupid housewives molested and fucked xnxx Free adlut xxx videosWhat
helps pee spotsAsian fucking whoreHuge ass black
femalesActive adult retirement livingMorgan layne assPornstar devon fingered picturesRegistered sex offenders in toledo ohFuck my wife’s ass free pornFree women loose pussy
videosGay i man wantCats peeing other than kitty litter boxReally naked picsWhite wife black cock picsLady sex skirt