ଭୁବନେଶ୍ୱର : ଅଷ୍ଟ୍ରେଲିଆର ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦମଦାର ବିଜୟ ହୋଇଛି । ଆସନ୍ତା ଶୁକ୍ରବାର ଠାରୁ ଦ୍ୱିତୀୟ ଟେଷ୍ଟ ପର୍ଥ ଠାରେ ଖେଳାଯିବ । ଏଥିଲାଗି ମ୍ୟାଚ ପାଇଁ ଭାରତ ନିଜର ୧୩ ଜଣିଆ ଦଳ ଘୋଷଣା କରିଛି । ତେବେ ଚୟନ ହୋଇଥିବା ଟେଷ୍ଟ ଖେଳାଳିଙ୍କ ମଧ୍ୟରୁ ରୋହିତ ଶର୍ମା ଓ ରବି ଚନ୍ଦ୍ରନ ଅଶ୍ୱିନୀ ବାଦ ପଡ଼ିଛନ୍ତି । ଏଥର ଦଳ ସ୍ପିନ୍ ବିଭାଗ ରବିନ୍ଦ୍ର ଜାଡେଜାଙ୍କ ଉପରେ ନିର୍ଭର କରିବ । ଭାରତ ଦଳ – ବିରାଟ କୋହଲି (ଅଧିନାୟକ), ମୁରଲି ବିଜୟ, କେଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ଥ (ୱିକେଟ ରକ୍ଷକ), ରବିନ୍ଦ୍ର ଜାଡେଜା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଜସପ୍ରିତ୍ ବୁମରା, ଭୁବନେଶ୍ୱର କୁମାର, ଉମେଶ ଯାଦବ
ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଅଶ୍ୱିନୀ !
2 Comments
2 Comments

1win Oʻzbekiston uchun to‘lovlar [url=http://1win39427.help/]1win Oʻzbekiston uchun to‘lovlar[/url]
1win aviator app http://1win39427.help