ଅନୁଗୋଳ: ପୂର୍ବତନ ବିଧାୟକଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରାଧାନଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ବିଧାୟକ ରାଜକିଶୋର ଟ୍ରେନରେ ବଇଣ୍ଡା ଯାଉଥିଲେ । ତେବେ ତାଙ୍କର ସ୍ମରଣ ଶକ୍ତି ହ୍ରାସ ଯୋଗୁଁ ସେ କଇଁଫୁଲିଆରେ ଟ୍ରେନରୁ ଓହ୍ଳେଇବାକୁ ଚେଷ୍ଟା କରୁଥିଲେ । ଯାହାଫଲରେ ସେ ଖସି ପଡିଥିବା ଯୋଗୁଁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଳାଗିଛି । ଯାହାଫଳରେ ଘଟଣା ସ୍ଥଲରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଗତକାଲି ସନ୍ଧ୍ୟାରେ ନାଲକୋଥାନା ଅନ୍ତର୍ଗତ କଇଁପୁଲିଆ ରେଳଲାଇନ ନିକଟରୁ ବି ଧାୟକଙ୍କ ମୃତ ଦେହକୁ ଜିଆରପି ପୁଲିସ ଉଦ୍ଧାର କରିଥିବା ଜଣାପଡିଛି ।
ଟ୍ରେନଲାଇନ ନିକଟରୁ ପୂର୍ବତନ ବିଧାୟକଙ୍କ ମୃତଦେହ ଉଦ୍ଧାର କଲା ଜିଆରପି ପୁଲିସ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_svkl on ଖାରବେଳଙ୍କୁ ଆକ୍ରମଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା
- melbet_kcel on ଭାଜପାକୁ ଝଟକା: ରାଜ୍ୟ ଉପସଭାପତି ରାଜକିଶୋର ଦାସ ଛାଡ଼ିଲେ ଦଳ
- mostbet_ylkl on ଆଜିର ରାଶିଫଳ
- aviator_vxMl on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
- 1win_ynKr on ଭାରତୀୟ ବାୟୁ ସେନାକୁ ଟୁଇଟ କରି ସାଲ୍ୟୁଟ ଜଣାଇଲେ ନବୀନ
