କେନ୍ଦୁଝର: ଘରୁ ମିଳିଲା ସ୍ୱାମୀ, ସ୍ତ୍ରୀଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରୁଙ୍ଗଟା ଖଣି ଅଫିସର୍ସ କଲୋନୀରେ । ମୃତକ ଦ୍ୱୟ ହେଲେ ସୁଜିତ ହେମ୍ବ୍ମ ଓ ତାଙ୍କ ସ୍ତ୍ରୀ । ତେବେ ସୁଜିତ ଜଣେ ମେକାନିକାଲ ଇଞ୍ଜିନିୟର ଅଟନ୍ତି । ସେ ରୁଙ୍ଗଟା କମ୍ପାନୀରେ କାମ କରନ୍ତି । ସୂଚନା ମୁତାବକ, ଆଜି ସକାଳୁ ସୁଜିତଙ୍କୁ ତାଙ୍କ ସହେଯାଗୀ ଫୋନ କରିଥିଲେ । କିନ୍ତୁ ସୁଜିତ ଫୋନ ଉଠାଇ ନଥିଲେ । ତେବେ ଯେଉଁଥିପାଇଁ ତାଙ୍କ ସହେଯାଗୀ ଘରକୁ ଚାଲି ଆସିଥିଲେ । ତେବେ ସେ ଦେଖିଥିଲେ ସୁଜିତ ଓ ତାଙ୍କ ସ୍ତ୍ରୀଙ୍କ ମୃତଦେହ ଚଟାଣ ଏପରେ ପଡିରହିଥିଲା । ସେପଟେ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦ୍ନ୍ ଜାରି ରଖିଛି । ଅନ୍ୟପଟେ ତଦନ୍ତ ପରେ ଜଣାପଡିବ ଏହା ହତ୍ୟା ନାଁ ଆତ୍ମହତ୍ୟା । ତେବେ ଏହା ପାରିବାରିକ କହଳରୁ ହୋଇଥାଏପାରେ ବୋଲି ଅନୁମାନ କରାଯାଉଛି ।
ଘରୁ ଉଦ୍ଧାର ହେଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
