ଭୁବନେଶ୍ୱରରୁ ୪ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାର୍ଡ

Odisha Hot News
0 Min Read

ଭୁବନେଶ୍ୱର: ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ। ଭୁବନେଶ୍ୱରରୁ ୪ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାର୍ଡ । ସେମାନଙ୍କ ନିକଟରୁ ୩ଟି ବାଇକ୍‌ ସହ ୮୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ଏହି ଲୁଟେରା ଗ୍ୟାଙ୍ଗ ରାଜଧାନୀର ବିଭିନ୍ନ ସ୍ଥଳରେ ଲୁଟ୍‌ତରାଜ କରୁଥିବା ଅଭିଯୋଗ ହୋଇଥିଲା । ଏମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ୍‌ ଚଲାଇଥିଲା ସ୍ପେଶାଲ ସ୍କ୍ଵାର୍ଡ । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

Share This Article