ଭୁବନେଶ୍ବର : ପୁଣି ବାହାରିଲା କଂଗ୍ରେସର ପୁରୁଣା ଖୋଇ । ନେତୃତ୍ବ ପରିବର୍ତ୍ତନ ପାଇଁ ଭୁବନେଶ୍ବର ସ୍ଥିତ ଏକ ହୋଟେଲରେ ଏକାଠି ହୋଇଛନ୍ତି ନିରଞ୍ଜନ ବିରୋଧୀ ଗୋଷ୍ଠୀ । ପୂର୍ବତନ ବିଧାୟକ, ବରିଷ୍ଠ ନେତା, ମହିଳା, ଛାତ୍ର, ଯୁବ ନେତାଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ନେତା ବୈଠକରେ ସାମିଲ ଅଛନ୍ତି ।
ଦିଲ୍ଲୀରୁ ଫେରିବା ପରେ ନେତା ବୈଠକ ଡାକିଛନ୍ତି । ପିସିସି ପରିବର୍ତ୍ତନର ଦାବି ରଖୁଥିବା ଗୋଷ୍ଠୀମାନେ ମେଳି କରିଛନ୍ତି । ବୈଠକରେ ବିଭିନ୍ନ ଜିଲ୍ଲାର କଂଗ୍ରେସ କର୍ମକର୍ତ୍ତା ସାମିଲ ହୋଇଛନ୍ତି ।
Comment