ଭୁବନେଶ୍ବର: ଆଜି ୨୦୨୦ର ଶେଷ ସୁର୍ଯ୍ୟୋପରାଗ । ହେଲେ ଏହା ଭାରତରେ ଦୃଶ୍ୟମାନ ହେବନାହିଁ । କେବଳ ଚିଲ୍ଲି ଓ ଆର୍ଜେଣ୍ଟିନାର କିଛି ଅଞ୍ଚଳରେ ଦେଖାଯିବ । ସୂର୍ଯ୍ୟୋପରାଗ ସନ୍ଧ୍ୟା ୭ଟା ୩ରେ ଆରମ୍ଭ ହୋଇ ରାତି ୧୨ଟା ୩୦ରେ ଶେଷ ହେବ। ୨୦୨୨ ଅକ୍ଟୋବର ୨୫ରେ ପରବର୍ତ୍ତୀ ସୂର୍ଯୋପରାଗ ହେବ।
ଆଜି ୨୦୨୦ର ଶେଷ ସୁର୍ଯ୍ୟୋପରାଗ, ଜାଣନ୍ତୁ କେଉଁ ଅଞ୍ଚଳରେ ଦେଖାଯିବ ଏହାର ପ୍ରଭାବ

You Might Also Like
- Advertisement -
Comment