ଭୁବନେଶ୍ୱର : ଆଜି ବସିଛି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ । ତେବେ ଏହା କୃଷି ଓ କୃଷକର ବିକାଶ ନିମନ୍ତେ ଏହି ବୈଠକ ଗଠନ କରଯାଇଛି । ଏହି ବୈଠକରେ ଯୋଗଦେଇଥିଲେ, କମିଟିର ଅଧକ୍ଷ୍ୟ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଖାଦ୍ୟ ଯୋଗାଣମନ୍ତ୍ରୀ ସ୍ୟର୍ଯ୍ୟନାରାୟଣ ପାତ୍ର । ଅନ୍ୟପଟେ ୨୫ଟି କୃଷକ ସଂଗଠନର ପ୍ରତିନିଧି ଯୋଗଦେଇ ଜୈବିକ କୃଷି, ଗୋପାଳନ, ଛତୁଚାଷ ଓ ଭାଗଚାଷ ଭଳି ପ୍ରସଙ୍ଗ ଉପରେ ନିଜର ମତାମତ ରଖିଥିଲେ । ତେବେ ଏହି ଅବସରରେ ମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ- ପ୍ରତିବର୍ଷ କୃଷି ଓ ଆନୁଷଙ୍ଗିକ କୃଷି ନିମନ୍ତେ ଅଧିକରୁ ଅଧିକ ବଜେଟ ବ୍ୟବସ୍ଥା କରାଯାଉଛି । ତାହାସହିତ ପ୍ରଦୀପ କହିଛନ୍ତି ,ବିଶେଷ ଭାବରେ କ୍ଷୁଦ୍ରଚାଷୀ ଓ ନାମମାତ୍ର ଚାଷୀଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନେଇ ରାଜ୍ୟ ସରକାର ଅଧିକ ପ୍ରୟାସ ଜାରି ରଖିଛନ୍ତି ।
କୃଷି ଓ କୃଷକର ବିକାଶ ନିମନ୍ତେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ବସିଲା ପ୍ରଥମ ବୈଠକ, ଯୋଗଦେଲେ ୨୫ଟି କୃଷକ ସଂଗଠନର ପ୍ରତିନିଧି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Terrancerem on ରାଜ୍ୟରେ ଦିନକୁ ହେବ ୧୫ ହଜାର କରୋନା ପରୀକ୍ଷଣ : ମୁଖ୍ୟମନ୍ତ୍ରୀ
- kde hráT hrací automaty za Peníze on ୫୦୦ ଏଏସ୍ଓ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
- kyrsi seo_qfEa on କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !
- Terrancerem on ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ : ନେତୃତ୍ବ ନେଲେ ନବୀନ
- casino vila real on ନିଉଜିଲାଣ୍ଡ୍: କ୍ରିଷ୍ଟ୍ଚର୍ଚ ସହର ମସ୍ଜିଦ୍ରେ ଗୁଳିକାଣ୍ଡ ଘଟି ୨୫ ମୃତ
