ଭୁବନେଶ୍ୱର : ଆଜି ବସିଛି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ । ତେବେ ଏହା କୃଷି ଓ କୃଷକର ବିକାଶ ନିମନ୍ତେ ଏହି ବୈଠକ ଗଠନ କରଯାଇଛି । ଏହି ବୈଠକରେ ଯୋଗଦେଇଥିଲେ, କମିଟିର ଅଧକ୍ଷ୍ୟ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଖାଦ୍ୟ ଯୋଗାଣମନ୍ତ୍ରୀ ସ୍ୟର୍ଯ୍ୟନାରାୟଣ ପାତ୍ର । ଅନ୍ୟପଟେ ୨୫ଟି କୃଷକ ସଂଗଠନର ପ୍ରତିନିଧି ଯୋଗଦେଇ ଜୈବିକ କୃଷି, ଗୋପାଳନ, ଛତୁଚାଷ ଓ ଭାଗଚାଷ ଭଳି ପ୍ରସଙ୍ଗ ଉପରେ ନିଜର ମତାମତ ରଖିଥିଲେ । ତେବେ ଏହି ଅବସରରେ ମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ- ପ୍ରତିବର୍ଷ କୃଷି ଓ ଆନୁଷଙ୍ଗିକ କୃଷି ନିମନ୍ତେ ଅଧିକରୁ ଅଧିକ ବଜେଟ ବ୍ୟବସ୍ଥା କରାଯାଉଛି । ତାହାସହିତ ପ୍ରଦୀପ କହିଛନ୍ତି ,ବିଶେଷ ଭାବରେ କ୍ଷୁଦ୍ରଚାଷୀ ଓ ନାମମାତ୍ର ଚାଷୀଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନେଇ ରାଜ୍ୟ ସରକାର ଅଧିକ ପ୍ରୟାସ ଜାରି ରଖିଛନ୍ତି ।
କୃଷି ଓ କୃଷକର ବିକାଶ ନିମନ୍ତେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ବସିଲା ପ୍ରଥମ ବୈଠକ, ଯୋଗଦେଲେ ୨୫ଟି କୃଷକ ସଂଗଠନର ପ୍ରତିନିଧି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
