ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର…
ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରି ଚର୍ଚ୍ଚାରେ କନ୍ଧମାଳର ମା’ ଓ ଝିଅ
ଭୁବନେଶ୍ଵର: ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିଲେ ମା ଓ ଝିଅ। ମହୁଲ ଗୋଟାଇବା ପାଇଁ…
ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ ଉଦଯାପିତ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ଗଡରାମୁଣ୍ଡା ଗ୍ରାମ ଠାରେ ଦୁଇ ଦିନ ବ୍ୟାପୀ ଜିଲ୍ଲା ସ୍ତରୀୟ…
ନବ ଦାସ ହତ୍ୟା ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଲେ ତାଙ୍କ ପତ୍ନୀ
ଭୁବନେଶ୍ବର: ଧିରେ ଧିରେ ନବ ଦାସ ହତ୍ୟା ମାମଲା ଏକ ନୂଆ ମୋଡ ନେବାରେ ଲାଗିଛି।…
ଶାହଙ୍କ ଗସ୍ତ ପ୍ରସ୍ତୁତି ବୈଠକର ପୁରା ପଛରେ କାହିଁକି ବସିଲେ ବିଧାୟକ ଜୟ ନାରାୟଣ ମିଶ୍ର, ଅଭିମାନ ???
ଭୁବନେଶ୍ବର: ଆସନ୍ତା 22 ତାରିଖରେ ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କ ଗସ୍ତକୁ ନେଇ…
କବି ରମାକାନ୍ତ ରଥଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ
ଭୁବନେଶ୍ଵର: ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମଭୂଷଣ ରମକାନ୍ତ ରଥଙ୍କ ପରଲୋକ ଘଟିଛି। ୯୧ ବର୍ଷ ବୟସରେ…
ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ଶେଷକୃତ୍ୟ ଆସନ୍ତାକାଲି ସ୍ବର୍ଗଦ୍ବାରରେ ହେବ
ଭୁବନେଶ୍ବର: ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ ଶେଷକୃତ୍ୟ ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ହେବ। ଏ ନେଇ…
ଓଡ଼ିଆ ସାହିତ୍ୟ ଜଗତକୁ ସୁସମୃଦ୍ଧ କରିବାରେ ରମାକାନ୍ତ ରଥଙ୍କ ଯୋଗଦାନ ଅକଳ୍ପନୀୟ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଆଧୁନିକ ଓଡ଼ିଆ କବିତାର ଅନ୍ୟତମ ଯୁଗ-ପ୍ରବର୍ତ୍ତକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ…
ଭୁବନେଶ୍ବରରେ ପ୍ରତିଷ୍ଠା ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ
ଭୁବନେଶ୍ବର: ଭୁବନେଶ୍ବରରେ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଏକ ଶାଖା ପ୍ରତିଷ୍ଠା କରାଯିବ। ଭୁବନେଶ୍ବର ସାଂସଦ ଅପରାଜିତା…
ଭଦ୍ରକ ଜିଲ୍ଲାର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି
ଭୁବନେଶ୍ଵର: ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଆଜି ଭଦ୍ରକ ଜିଲ୍ଲାର ବିଭିନ୍ନ…