ଭୁବନେଶ୍ୱର : ଆଣ୍ଡାମାନ ନିକଟସ୍ଥ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନରୁ ୫.୮ କିଲୋମିଟର ବ୍ୟାପି ରହିଛି। ଧୀରେ ଧୀରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତ(ଡିପ୍ରେଶନ)ରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଲଘୁଚାପ ଡିପ୍ ଡିପ୍ରେଶନ ବା ଭୟଙ୍କର ଅବପାତ ରୂପ ନେଇ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ମୁହଁାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି।
ଅବପାତ ଆସନ୍ତା ୮ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି। ବାତ୍ୟାର ଗତି କେଉଁ ଆଡ଼କୁ ରହିବ ଓ କେତେ ବେଗରେ କୂଳକୁ ଧକ୍କା ଦେବ ତାହା ଆଉ ଦିନେ ଦୁଇଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ତେବେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଲଘୁଚାପ ବାତ୍ୟାରେ ପରିଣତ ହୋଇ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ। ପୁରୀ ଜିଲାର ବ୍ରହ୍ମଗିରି କିମ୍ବା କୃଷ୍ଣ ପ୍ରସାଦ ବ୍ଲକ ମଧ୍ୟଦେଇ ସ୍ଥଳ ଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ସ୍ଥଳ ଭାଗକୁ ଛୁଇଁବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ ବୋଲି ଅନୁମାନ କରାଯାଇଛି। ବାତ୍ୟାର ପ୍ରଭାବରେ ଆସନ୍ତା ୮ ତାରିଖରେ ହାଲ୍କା ବର୍ଷା ହେବ। ୯ ଓ ୧୦ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଆଦି ଜିଲାରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ୧୧୫ .୬ ମିଲିମିଟରରୁ ୨୦୪.୪ ଏବଂ କେତେକ ସ୍ଥାନରେ ୨୦୪.୫ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଗଞ୍ଜାମ, ଗଜପତି, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର ଆଦି ଜିଲାରେ ମଧ୍ୟମ ଧରଣର ବର୍ଷା ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚାନ ଦିଆଯାଇଛି । ଆସନ୍ତା ୭ ତାରିଖ ବେଳକୁ ସମୁଦ୍ର ଉପକୂଳ ଅଶାନ୍ତ ରହିବ। ଉପକୂଳରେ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ଆରମ୍ଭ ହୋଇଯିବ।
ସମ୍ଭାବ୍ୟ ବାତ୍ୟା ଦାନା ବାନ୍ଧିଲେ ଏହାର ନାମ ‘ବୁଲବୁଲ’ ଦିଆଯିବ। ପରବର୍ତ୍ତୀ ସିରିଏଲ ଅନୁଯାୟୀ ପାକିସ୍ତାନର ନାମ ଦେବା ଅଧିକାର ପଡୁଥିବାରୁ ସେହି ଦେଶ ଦେଇଥିବା ନାମ ଅନୁସାରେ ଏହି ବାତ୍ୟାର ନାମକରଣ ବୁଲବୁଲ କରାଯିବ। ଅନ୍ୟ ପକ୍ଷରେ ଆଉ ଏକ ବାତ୍ୟା ଆରବ ସାଗରରେ ସୃଷ୍ଟି ହୋଇଛି। ଏହାର ନାମ ଓମାନ ଦେଶର ନାମ ଅନୁଯାୟୀ ‘ମହା’ ଦିଆଯାଇଛି। ଏହି ବାତ୍ୟା ଦୁର୍ବଳ ହେବା ପରେ ବୁଲବୁଲ୍ର ପ୍ରକୃତ ବଳ ବିଷୟରେ ସ୍ପଷ୍ଟ ସଙ୍କେତ ମିଳିବ। ଏହା ପରେ ନାମକରଣ କରାଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଅନ୍ୟ ବିଭାଗଗୁଡ଼ିକ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ବାତ୍ୟାର ସ୍ପଷ୍ଟଚିତ୍ର ମିଳି ନାହିଁ। ଏ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପ୍ରସ୍ତୁତିକୁ ଜୋରଦାର କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି।
ଆସୁଛି ବାତ୍ୟା ‘ବୁଲ୍ବୁଲ୍’
29 Comments
29 Comments

Узнать больше здесь: https://regalbuild.ru
шкаф купе на заказ сделать шкаф на заказ
Нужна стальная лента? бандажная лента для столбов широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
проведение свадьбы в москве организация недорогой свадьбы
организация дня свадьбы сделать свадьбу в москве
адрес стоматологии стоматология цены
лента стальная купить лента бандажная оцинкованная
промокод пятерочка в городе пятерочка доставка промокод на повторный
Everything for Minecraft topminecraftworldseeds com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Most Interesting: порно показать
Обновления по теме: https://frenchspeak.ru/%D0%BB%D0%B5%D0%B6%D0%B0%D1%87%D0%B0%D1%8F
Самое полезное для вас: https://aromline.ru
Главные новости: https://1citywomen.ru/raznoe/salat-novogodnyaya-bashnya-ukrashenie-prazdnichnogo-stola/
Только что опубликовано: https://jo-malone-london.ru/home/Lavender_and_Lovage_Candles/
ии для создания карточек товара на озон дизайн карточек товара
Подробности по ссылке: https://archeagewiki.ru/%d0%9d%d0%b5_%d0%b7%d0%bd%d0%b0%d1%8e%d1%89%d0%b8%d0%b5_%d0%bf%d0%be%d0%ba%d0%be%d1%8f/
Текущие рекомендации: https://elicebeauty.com/parfyumeriya/elitnaya-parfyumeriya/bvlgari-mon-jasmin-noir.html
Полная версия по ссылке: https://aromline.ru/index.php?productid=1187
купить медицинскую справку https://kupit-spravky-moskva.ru
купить справку с доставкой где можно купить справку
лента с высоким электросопротивлением производитель стальной ленты
Узнать больше здесь: https://perfumerio.ru/s/lacoste-lhomme/
квадратные и прямоугольные профильные трубы размеры типовые размеры профильных труб
Рекомендации строятся вокруг состояния человека, а не по универсальному шаблону для всех случаев.
Подробнее можно узнать тут – капельницу от запоя цена москва
Закажите G202 https://mismar74.ru/G202.html онлайн. Актуальные цены, наличие на складе, технические характеристики, выгодные условия покупки и быстрая доставка по всей России.
Комплексное лечение https://www.medprime-clinic.ru и диагностика заболеваний с использованием современных медицинских методов. Полное обследование организма, точная постановка диагноза, индивидуальный план терапии, консультации специалистов и эффективное лечение с учетом особенностей здоровья пациента.
Пройдите комплексное лечение https://medprime-clinic.ru и диагностику в медицинском центре. Полный спектр обследований, консультации профильных специалистов, современные методы лечения, контроль состояния здоровья и индивидуальный подход на всех этапах медицинской помощи.
Узнайте на можно ли использовать блок питания вместо драйвера, чем отличается блок питания от LED-драйвера и как правильно выбрать источник питания для светодиодной ленты.
Мощность устройства необходимо согласовать с нагрузкой, предусмотрев резерв для продолжительной работы.
### Раздел 2. Выбор оборудования
Блок питания подбирают после определения общей длины и потребления ленты.
### Раздел 3. Подключение и безопасность
После завершения монтажа нужно проверить все соединения и убедиться в равномерной работе ленты.
### Раздел 4. Практическая польза сайта
Обоснованный выбор компонентов улучшает безопасность, снижает расходы и продлевает срок эксплуатации системы.
Discover more about oral care at prodentim complaints and see what makes it stand out.
Prodentim2026us.netlify.app appears as a modern place for anyone interested in a clearer path to oral wellness.
## Section 2
This makes the full experience feel more orderly and more trustworthy.
## Section 3
Trust is often formed by how clearly and calmly information is presented.
## Section 4
That is why a site with a focused approach can remain relevant and useful.