ଭୁବନେଶ୍ୱର : ରାଜ୍ୟରେ ଲାଗୁ ହେବ ନାହିଁ ଏନଆରସି। ଓଡ଼ିଶାରେ ବାସ କରୁଥିବା ମୁସଲିମ ଭାଇଭଉଣୀ ମାନେ ଆଦୌ ଭୟଭୀତ ହେବା ଆବଶ୍ୟକ ନାହିଁ। ସେମାନଙ୍କର କୌଣସି କ୍ଷତି ହେବ ନାହିଁ। ରାଜ୍ୟସରକାରଙ୍କ ଉପରେ ଭରସା ରଖିବାକୁ ମୁସଲିମ ଭାଇଭଉଣୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନାଗରିକତ୍ୱ(ସଂଶୋଧନ) ବିଲ୍(ସିଏବି) ଆଇନରେ ପରିଣତ ହୋଇଛି। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଦ୍ରକ ଜିଲା ଚଉଦ ମହଲା ମୁସଲମାନ ପ୍ରତିନିଧି ଦଳ ଭେଟିଛନ୍ତି। ସେମାନେ ଆଇନକୁ ନେଇ ଭୟଭୀତ ବୋଲି ଜଣାଇଛନ୍ତି। ତେବେ ଏନେଇ ଭୟ ନ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଥିବା ସମ୍ପୃକ୍ତ ପ୍ରତିନିଧି ଦଳ କହିଛନ୍ତି। ଭବିଷ୍ୟତରେ ଓଡ଼ିଶାରେ ଏନ୍ଆର୍ସି ଲାଗୁ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେମାନେ ଦାବି କରିଥିବା ପ୍ରକାଶ କରିଛନ୍ତି।
ମୁସଲିମ ଭାଇଉଭଣୀ ଭୟଭୀତ ନହେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_aeea on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- mostbet_sokt on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- mejdynarodnie plateji_koSa on ନିୟମ ଭାଙ୍ଗିଲେ ପୋଲିସ ବାବୁ । ପରିବାର ସହ ଶ୍ରୀମନ୍ଦିରରେ କଲେ ପ୍ରବେଶ
- StefanBooky on ଆଜିର ରାଶିଫଳ
- 1win_zgpt on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
