ନୂଆଦିଲ୍ଲୀ : ସଂସଦର ଗତ ବଜେଟ ଅଧିବେଶନରେ ଏହି ବିଲଟି ସଂସଦର ଉଭୟ ଗୃହ ଓ ପରେ ରାଷ୍ଟ୍ରପତିଙ୍କ ମଂଜୁରୀ ପରେ ଆଇନରେ ପରିଣତ ହୋଇଥିଲା । ଏହି ନୂଆ ଆଇନ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ଓ ଯାନ ବାହାନ ସଂପର୍କିତ ଆଇନ ବେଶ କଠୋର ହୋଇଯିବ । ଏହା ଦ୍ୱାରା ଦେଶର ସଡ଼କଗୁଡ଼ିକ ଅଧିକ ସୁରକ୍ଷିତ ହୋଇପାରିବ ଓ ଯାନବାହାନ ଚାଳକଙ୍କ ମଧ୍ୟରେ ଏକ ଦାୟିତ୍ୱବଦ୍ଧତା ଆସିବ ବୋଲି ସରକାର କହିଛନ୍ତି ।
କେଉଁ ନିୟମ ଉଲ୍ଲଙ୍ଘନ କଲେ କେତେ ଜରିମାନା ?
• ଅଧିକ ବେଗରେ ଗାଡ଼ି ଚଳାଇଲେ—-ଟ. ୧,୦୦୦ରୁ ୪,୦୦୦
• ବିନା ବୀମାରେ ଗାଡ଼ି ଚଳାଇଲେ—–ଟ.୨,୦୦୦ରୁ ୪,୦୦୦ ବା/ଓ ଜେଲଦଣ୍ଡ
• ହେଲମେଟ ନ ପିନ୍ଧିଲେ—–ଟ.୧,୦୦୦ ଓ ୩ ମାସ ପାଇଁ ଲାଇସେନ୍ସ ରଦ୍ଦ
• ଚାଳକ ନାବାଳକ/ନାବାଳିକା ହୋଇଥିଲେ —-ଟ. ୨୫,୦୦୦ ଓ ୩ ବର୍ଷ ପର୍ଯ୍ୟନ୍ତ ଜେଲ
• ଟ୍ରାଫିକ ପୁଲିସ ନିର୍ଦ୍ଦେଷ ନମାନିଲେ —–ଟ.୨,୦୦୦
• ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ—-ଟ.୫,୦୦୦
• ଲାଇସେନ୍ସ ପରୀକ୍ଷାରେ ବିଫଳ ହୋଇ ମଧ୍ୟ ଗାଡ଼ିଚଳାଇଲେ—ଟ.୧୦,୦୦୦
• ବିପଦପୂର୍ଣ୍ଣ ଗାଡିଚାଳନା—-ଟ.୫,୦୦୦
• ମଦ ପିଇ ଗାଡ଼ି ଚଳାଇଲେ-ଟ.୧୦,୦୦୦
• ସିଟ ବେଲ୍ଟ ନ ପିନ୍ଧିଲେ—-ଟ.୧,୦୦୦
• ଓଭରଲୋଡିଂ—-ଟ.୨୦,୦୦୦
ନୂଆ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଆମ୍ବୁଲାନ୍ସ ପରି ଜରୁରୀକାଳୀନ ସେବା ଯୋଗାଉଥିବା ଯାନକୁ ବାଟ ନ ଛାଡିଲେ ମଧ୍ୟ ୫ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡିପାରେ, ଜେଲ ଯିବାକୁ ପଡିପାରେ କିମ୍ବା ଉଭୟ ଜେଲ ଦଣ୍ଡ ସହ ଜରିମାନା ଦେବାକୁ ପଡିପାରେ । ମଦ ପିଇ ଡ୍ରାଇଭିଂ କଲେ ଜୋରିମାନା ପରିମାଣ ୨ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ସହିତ ଜେଲ ମଧ୍ୟ ଯିବାକୁ ପଡିପାରେ । ସେହିପରି ଅଧିକ ବେଗରେ ଡ୍ରାଇଭିଂ କଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ହେବ । କାର ବା ଅନ୍ୟ ଗାଡ଼ି ଚାଳନା ବେଳେ ସିଟ ବେଲଟ ନ ଭିଡିଲେ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପଡିପାରେ । ଏବେ ଏହା ମାତ୍ର ୧୦୦ ଟଙ୍କା ରହିଛି । ମୋଟର ସାଇକେଲ ଚଳାଇବା ବେଳେ ହେଲମେଟ ନ ପିନ୍ଧିଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ । କେତେକ କ୍ଷେତ୍ରରେ ଲାଇସେନ୍ସ ମଧ୍ୟ ୩ ମାସ ପାଇଁ ବାତିଲ ହୋଇପାରେ । ଗାଡ଼ି ଚଳାଇଲା ବେଳେ ମୋବାଇଲରେ କଥା ହେଲେ ମଧ୍ୟ ତଣ୍ଡ ଗଣିବାକୁ ପଡିପାରେ ।

Dick my pussyMaryland transsexualNude models and continentalKim possisble sexHow to disarm an adult bullyRich
neath sexAsian hampstersDriving teacher porn gameToulouse lautrec
penisNaked male small penis xnxx Strip clubs benidormHealing from breast cancerFree homemade bondage torture videosTeens getting dickPictures of the asian flagR kelly sex tape descriptionBest free bubble
ass picsKim kardashian fat bikini https://now.xxxto.day/ Shower bench sexMobile sex gams free cellChanges in the vagina after menopausePenis massargeAss beckinsale fuck gets in kateShy lesbian sexPulling down girls boob
tubes xnxx Bdsm shemale phonesexAmatuer male erotic storiesBrutally spankedElise interracialErotica hugeEuropean men with huge cocksDo
you wanna fuck me lyricsAward choice music teenRimming porn powered by vbulletinPh strips for alkaline and acidDe fake giada laurentiis nudeBlow busty free job movie