ନିଷ୍ପତ୍ତି ମୁତାବକ ପ୍ରଥମରୁ ଅଷ୍ଟମ ଶ୍ରେଣୀର ବହି ବ୍ଲକ ସ୍ତରରେ ପହଞ୍ଚିସାରିଛି | ତେଣୁ ଏହି ସବୁ ବହିକୁ ଏପ୍ରିଲ ୨୫ ପୂର୍ବରୁ କିଭଳି ପହଂଚିପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି | ପୁରୀ ଜିଲ୍ଲାର ଡିପିସି ଓ ଡିଇଓ(ଜିଲ୍ଲା ଶିକ୍ଷା ଅଧିକାରୀ) ବହି କିଭଳି ଶିକ୍ଷକମାନଙ୍କ ମାଧ୍ୟମରେ ପହଂଚିପାରିବ ସେ ନେଇ ଦୃଷ୍ଟି ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି |
ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- NoelRhiny on ଭାଗ ନଛିଡ଼ିବରୁ ପିଟା ପିଟି !
- WallaceTidge on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- plinko_hyOi on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
- Abelvah on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- Henrygaw on ପୁଣି ଖାକି ରେ କଳଙ୍କ,ପ୍ରେମିକ ସହ ମିଶି ନାବାଳିକା ସହ ଦୁଷ୍କର୍ମ କଲେ ପୋଲିସ ଏ ଏସ ଆଇ ।
