ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ କେନ୍ଦ୍ରାପଡ଼ା ବାରୁଅଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶରେ ସେ ଉଦ୍ବୋଧନ ଦେଇ କହିଛନ୍ତି, ମୁଁ ଭୋଟ ଦେଇ ଏଠାକୁ ଆସିଛି। ଭୋଟଦେବା ମୋ କର୍ତ୍ତବ୍ୟ ଓ ସୌଭାଗ୍ୟ। ଓଡ଼ିଶାରେ ନିର୍ବାଚନ ପ୍ରଚାରର ଶେଷଦିନ। ପରେ ନୂଆ ସରକାର ହେଲେ ପୁଣି ଆସିବି। ତେବେ ଓଡ଼ିିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ ବୋଲି ମୋଦି କହିଛନ୍ତି।
ଭାରତର ପ୍ରାୟ ସବୁ ଅଣବିେଜପି ମୁଖ୍ୟମନ୍ତ୍ରୀଙ୍କ ନାଁ ଧରି କଡ଼ା ଭାଷାରେ ସମାେଲାଚନା କରୁଥିବା ପ୍ରଧାନମନ୍ତ୍ରୀ କିନ୍ତୁ ନବୀନଙ୍କର ନାଁ େନଉନଥିଲେ। ଏପରିକି ନିର୍ବାଚନ ପ୍ରଚାରରେ ଆସିବା ବେଳେ ବି ପୂର୍ବ ସଭାମାନଙ୍କରେ ଏହା େଦଖାଯାଇନଥିଲା। ଆଜି କିନ୍ତୁ େମାଦୀ ଏଭଳି କଠୋର ଥିଲେ େଯ ସିଧା ସିଧା କହିଥିଲେ, ଏଥର ନବୀନବାବୁ ଶାସନରୁ ବିଦା ହେବା ନିଶ୍ଚିତ। ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କ ସରକାର କ୍ଷମତାକୁ ଆସିଲେ ଉଦ୍ୟୋଗର ବିକାଶ ସମ୍ଭବ ହେବ। ସାଗରମାଳା ଯୋଜନା, ରେଳପଥ ସଂଯୋଗ, ବ୍ରାହ୍ମଣୀନଦୀରେ ଜଳପଥର ବିକାଶ କରି ଧାମରା, ପାରାଦ୍ବୀପ ବନ୍ଦରକୁ ସଂଯୋଗ ରାସ୍ତା ଫିଟିବ । କମ୍ ଖର୍ଚ୍ଚରେ ନୌବାଣିଜ୍ୟ କାରବାରରେ ବ୍ୟବସାୟୀ, ଶିଳ୍ପପତି ଫାଇଦା ପାଇବେ। ବିକାଶର ଡବଲ ଇଂଜିନ୍ ଓଡ଼ିଶାରେ ଚାଲିବ ଓ ସାଢେ଼ ୪ ଲକ୍ଷ ପରିବାରକୁ ଆୟୁଷ୍ମାନ ଯୋଜନାର ସୁବିଧା ମିଳିବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ନବୀନ ବାବୁ! ଆପ୍ ଯା ରହେ ହୋ।’’ ଏହା ସଭାରେ କୌତୂହଳ ସୃଷ୍ଟି କରିଥିଲା।

свадьба под ключ москва недорого организация недорогой свадьбы
Слот с тематикой собачек dog house слот слот предлагает бонусные фриспины, липкие вайлд-символы и высокий потенциал выигрыша благодаря множителям и расширяющимся символам.
Делаешь ставки? https://ufcbetting.club аналитика поединков, прогнозы, коэффициенты букмекеров и разборы боев. Следите за предстоящими турнирами, статистикой бойцов и делайте ставки на главные события мира единоборств.
Быстрая профессиональная монтаж видеонаблюдения для квартир, домов, офисов и коммерческих объектов. Проектирование, монтаж и настройка систем безопасности, удалённый доступ, запись видео и контроль в реальном времени. Надёжные решения для защиты имущества и контроля территории.
Everything for Minecraft topminecraftworldseeds com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.