ଝାରସୁଗୁଡ଼ା: ଅନେକ ସମୟରେ ଟ୍ରେନରେ ଯାତ୍ରା କରୁଥିବା ବେଳେ ଅଘଟଣ ଘଟୁଥିବାର କଥା ନଜରକୁ ଆସିଛି। ଆଜି ସେଭଳି ଏକ ଅଘଟଣ ଝାରସୁଗୁଡ଼ା ରେଳ ଷ୍ଟେସନରେ ଘଟିଛି। ଜଣେ ଯାତ୍ରୀ ମୃତ୍ୟୁ ସହ ମୁହାଁମୁହିଁ ହୋଇଥିଲେ।ସେ ଟ୍ରେନ ଚକାତଳୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଜଣେ ଯାତ୍ରୀ ସମଲେଶ୍ୱରୀ ଏକ୍ସପ୍ରେସରେ ହାଓ୍ଵଡାରୁ ସମ୍ବଲପୁରକୁ ଯାତ୍ରା କରୁଥିଲେ। ସମଲେଶ୍ୱରୀ ଏକ୍ସପ୍ରେସ ଆଜି ସକାଳ ୮ଟା ୩୦ ମିନିଟ ସମୟରେ ଝାରସୁଗୁଡ଼ା ରେଳ ଷ୍ଟେସନରେ ପହଞ୍ଚିବା ପରେ ସେ ଚା’ ପଇବାଲାଗି ଟ୍ରେନରୁ ତଳକୁ ଓହ୍ଲାଇଥିଲେ। ଏହି ସମୟରେ ଟ୍ରେନଟି ଛାଡ଼ି ଦେଇଥିଲା। ଯାତ୍ରୀଜଣକ ତତକ୍ଷଣାତ୍ ଟ୍ରେନରେ ଚଢ଼ିବାଲାଗି ଦୌଡିଥିଲେ। ଯେ ଟ୍ରେନରେ ଚଢ଼ିବାବେଳେ ତାଙ୍କ ପାଦ ଖସିଯାଇଥିଲା।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.