ଭୁବନେଶ୍ବର : ବାହାରିଲା ପରୀକ୍ଷା ପ୍ରୋଗ୍ରାମ । ଜୁଲାଇ ୨୪ ତାରିଖରୁ ଯୁକ୍ତ ୩ ଫାଇନାଲ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ । ସେହିଭଳି ଅଗଷ୍ଟ ୨୦ ତାରିଖରୁ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ହେବ । ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଭିସିଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏଭଳି ସୂଚନା ପ୍ରଦାନ କରିଛନ୍ତି । ଏହାସହ କଲେଜଗୁଡିକରେ ଏକକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରତି ୧୫ ଦିନରେ ଥରେ କୂଳପତିଙ୍କ ସହ ସମୀକ୍ଷା ବୈଠକ କରାଯିବ ବୋଲି ସୂଚାଇଛନ୍ତି ।
ଭିଡିଓ କନଫରେନ୍ସିଂ ଜରିଆରେ କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଲୋଚନା କରିଥିଲେ । ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ଲକ୍ ଡାଉନ୍ ହେତୁ ଜୁନ୍ ୧୭ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ୟୁଜିସି ଗାଇଡ୍ ଲାଇନ୍ ମୁତାବକ ରାଜ୍ୟରେ ଚଳିତ ଶିକ୍ଷାବର୍ଷ ପାଇଁ କେବେ ଓ କିପରି ପରୀକ୍ଷା କରାଯିବ ସେନେଇ ଆଲୋଚନା ହୋଇଥିଲା ।

наркологическая помощь стационар наркологическая помощь стационар
врач нарколог выезд на дом москва врач нарколог выезд на дом москва
нарколог на дом москва нарколог на дом москва
вызов врача нарколога на дом москва вызов врача нарколога на дом москва
стационар наркологический санкт петербург стационар наркологический санкт петербург
вызвать врача нарколога на дом вызвать врача нарколога на дом