ବିଶ୍ୱରେ ପ୍ରଥମ କରୋନା ଚିହ୍ନଟକୁ ପୂରିଲା ୧୦୦ ଦିନ, ଟ୍ଵିଟ୍‌ କରି ଭିଡିଓ ଜାରି କଲା WHO

Odisha Hot News
0 Min Read

ବିଶ୍ୱରେ ପ୍ରଥମ କରୋନା ଚିହ୍ନଟକୁ ପୂରିଛି ୧୦୦ ଦିନ । ଯାହାକୁ କୋଭିଡ୍‌-୧୯ ଭାବେ ନାମିତ କରିଥିଲା WHO । ଏହାରି ଭିତରେ ଭାଇରସ୍‌ ରୋକିବାକୁ ନିଆଯାଇଛି ବିଭିନ୍ନ ପଦକ୍ଷେପ । ଟ୍ଵିଟ୍‌ କରି ଏକ ଭିଡିଓ ଜାରି କରିଛି WHO । ଯେଉଁଥିରେ ରହିଛି କିପରି ଲକ୍‌ଡାଉନ୍‌ ବେଳେ ଘରେ ରହି ସମୟ ବିତାଉଛନ୍ତି ଲୋକେ ।

Share This Article
Leave a Comment