ଭୁବନେଶ୍ୱର : ଆସନ୍ତା ଲୋକସଭା ଓ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ମାନଙ୍କର ସମ୍ପତି ତାଲିକା ପ୍ରକାଶ ପାଇଛି ା ଏ ସମ୍ପର୍କରେ ସୂଚନା ଦେଇ ଏଡିଆର ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ପୁରୀ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡ଼ିର ପ୍ରାର୍ଥୀ ପିନାକୀ ମିଶ୍ରଙ୍କର ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୧୧୭ କୋଟିରୁ ଉଦ୍ଧ୍ୱର୍ ଟଙ୍କା ମୂଲ୍ୟର ସମ୍ପତି ରହିଛି । ଏଥିମଧ୍ୟରୁ ଅସ୍ଥାବର ସମ୍ପତିର ମୂଲ୍ୟ ୭୯ କୋଟି ୮୭ ଲକ୍ଷ ୧୦ହଜାର ୫୫୧ ଟଙ୍କା ହୋଇଥିଲା ବେଳେ ସ୍ଥାବର ସମ୍ପତିର ମୂଲ୍ୟ ୨୭ କୋଟି ୫୯ ଲକ୍ଷ ୯୦ ହଜାର ୭୯୩ ଟଙ୍କାର ସମ୍ପତି ରହିଛି । ସେ ହେଉଛନ୍ତି ଲୋକସଭା ପ୍ରାର୍ଥୀ ମାନଙ୍କ ମଧ୍ୟରେ ସବୁଠାରୁ ଧନୀ ବ୍ୟକ୍ତି ା ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ପ୍ରାର୍ôଥ ନୀତିଶ ଗଙ୍ଗଦେବଙ୍କର ସମୁଦାୟ ସମ୍ପତିର ମୂଲ୍ୟ ୨୬ କୋଟିରୁ ଉଦ୍ଧ୍ୱର୍ ହୋଇଥିଲା ବେଳେ ସେଥିମଧ୍ୟରୁ ଅସ୍ଥାବର ସମ୍ପତିର ମୂଲ୍ୟ ୬୫ ଲକ୍ଷ ୬୩ ହଜାର ୫୮୭ ଟଙ୍କା ଏବଂ ସ୍ଥାବର ସମ୍ପତିର ମୂଲ୍ୟ ୨୬ କୋଟି ୩୦ ଲକ୍ଷ ଟଙ୍କାର ସମ୍ପତି ଅଛି । ସେହିପରି ଢ଼େଙ୍କାନାଳ ଲୋକସଭା
ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ରାଜା କାମାକ୍ଷା ପ୍ରସାଦ ସିଂ ଦେଓଙ୍କର ସମୁଦାୟ ସମ୍ପତିର ମୂଲ୍ୟ ୧୫ କୋଟି ୪୧ ଲକ୍ଷ ୨୪୦ ଟଙ୍କା ହୋଇଥିଲା ବେଳେ ସେଥିମଧ୍ୟରୁ ଅସ୍ଥାବର ସମ୍ପତିର ମୂଲ୍ୟ
୨ କୋଟି ୧୯ ଲକ୍ଷ ୩୪ ହଜାର ୨୪୦ ଟଙ୍କା ଏବଂ ସ୍ଥାବର ସମ୍ପତିର ମୂଲ୍ୟ ୧୩ କୋଟି ୨୧ ଲକ୍ଷ ୬୬ ହଜାର ଟଙ୍କା ଆକଳନ କରାଯାଇଛି । ବିଜେଡ଼ି ପ୍ରାର୍ଥୀମାନଙ୍କ ର ହାରାହାରୀ ସମ୍ପତିର ମୂଲ୍ୟ ଥିଲା ବେଳେ ବିଜେପି ପ୍ରାର୍ଥୀ ମାନଙ୍କର ସମ୍ପତିର ମୂଲ୍ୟ ହାରାହାରି ୬ କୋଟି ୮୪ ଲକ୍ଷ ୪୪ ହଜାର ୫୬୯ ଏବଂ ବିଏସପି ପ୍ରାର୍ଥୀ ମାନଙ୍କର ହାରାହାରି ୯ ଲକ୍ଷ ୫୪ ହଜାର ୮୩୪, କଂଗ୍ରେସ ପ୍ରାର୍ଥୀ ମାନଙ୍କର ହାରାହାରି ସମ୍ପତିର ମୂଲ୍ୟ ୪ କୋଟି ୮୫ ଲକ୍ଷ ୫୦ ହଜାର ଟଙ୍କା । ଅନ୍ୟ ପକ୍ଷରେ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା ପ୍ରାର୍ଥୀ ମାନଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତିଙ୍କର ସମ୍ପତିର ମୂଲ୍ୟ ସର୍ବାଧିକ ବୋଲି ଏଡିଆର ପକ୍ଷରୁ କୁହାଯାଇଛି । ବଡମ୍ବା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରୁଥିବା ବବି ମହାନ୍ତି ସମ୍ପତିର ମୂଲ୍ୟ ସର୍ବାଧିକ ୧୦୬ କୋଟି ୨୭ ଲକ୍ଷ ୬୬ ହଜାର ୯୪ ଟଙ୍କା ରହିଛି । ସେଥିମଧ୍ୟରୁ ଅସ୍ଥାବର ସମ୍ପତିର ମୂଲ୍ୟ ୩୫ କୋଟି ୨୬ ଲକ୍ଷ ୬ ହଜାର ୯୪ ଟଙ୍କା ଥିଲା ବେଳେ ସ୍ଥାବର ସମ୍ପତିର ମୂଲ୍ୟ ୭୧ କୋଟି ୬ ଲକ୍ଷ ୬୦ ହଜାର ଟଙ୍କା । ସେହିପରି କେନ୍ଦୁଝର ଜିଲ୍ଲାର ଘଷିପୁରା ନିର୍ବାଚନ ମଣ୍ଡଳୀରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କର ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୬୦ କୋଟି ୭୪ ଲକ୍ଷ ୭୭ ହଜାର ଟଙ୍କା ହୋଇଥିଲା ବେଳେ ସେଥିମଧ୍ୟରୁ ଅସ୍ଥାବର ସମ୍ପତିର ମୂଲ୍ୟ ୧୮ କୋଟି ୩୬ ଲକ୍ଷ ୮୬ ହଜାର ଟଙ୍କା ଏବଂ ସ୍ଥାବର ସମ୍ପତିର ମୂଲ୍ୟ ୪୧ କୋଟି ୯୭ଲକ୍ଷ ୯୧ ହଜାର ଟଙ୍କା ରହିଛି ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ : ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ପିନାକୀ, ବିଧାନସଭାରେ ବବି ମହାନ୍ତି ଧନୀ
1 Comment
1 Comment

Vintage ski boardsMike hawk pornSexy woman’s underware with rear entranceNormal sized boobsBreast disaster implant pictureVintage planters peanut jarsNiacin blood flow to penis xnxx Sex advice clitNude girls from japanGirls first
masturbationLatex dom wearing straponSex comics and storiesImmature bald
pussysMeeting single men and interracial datingEating people out pornPamela anderson nude screensaverProcess of visually
examining the vagina https://amp.xnxxtubexxx.cc/ Shemale with 7Bbw caught in kitchenOld latin granny pornNude chebelleMiss nude jamicacontestInerracial pornosSwingers
in bexleyEllen stehlik nude xnxx Breast infection that was e-coliBreast and cervical
cancer screening programsLactating teen picsDraco malfoy matureTwo
rubbing pussyWatching your neighbors having sexHome made porn free videos100 free threesome chatMassive female orgasm videoRed heads with boobsAdult home paritesFree pamela anderson nude picHot skinny girl
fucks