ଭୂବନେଶ୍ୱର : ୩୦ଲକ୍ଷର ବ୍ରାଉନ ସୁଗାର ଜବତ । ଖୋର୍ଦ୍ଧା ଜିଲ୍ଲା ର ମଠସାହି ଏବଂ ରାଧାମୋହନପୁର ଅଚଂଳରେ କଟକ ଅବକାରୀ ଗୋଇନ୍ଦା ବିଭାଗ ଚଢଉ କରି ଜବତ କରିଛି ୨୯୫ ଗ୍ରାମ୍ ର ବ୍ରାଉନ ସୁଗାର । ଯାହାର ବର୍ତ୍ତମାନ ର ମାର୍କେଟ ମୂଲ୍ୟ ପ୍ରାୟ ୩୦ଲକ୍ଷ ଟଙ୍କା ।
ତେବେ ଏହି ଘଟଣାରେ ରବୀନ୍ଦ୍ର ପ୍ରଧାନ ଓ କୃଷ୍ଣଚନ୍ଦ୍ର ପଲେଇ ନାମକ ୨ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।
ଭାଙ୍ଗିଦବ ନିଶା ସାମ୍ରାଜ୍ୟ , ୩୦ଲକ୍ଷର ବ୍ରାଉନ ସୁଗାର ଜବତ କରିଛି କଟକ ଅବକାରୀ ଗୋଇନ୍ଦା ବିଭାଗ
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.