ନବରଙ୍ଗପୁର: ପୁଣି ବିପଦରେ ରୋଗୀ ସେବା । ପ୍ରସୂତିଙ୍କୁ ନେଇ ୧୦୮ ଆମ୍ବୁଲାନ୍ସ ଡ଼ାକ୍ତରଖାନା ନେବା ବାଟରେ ଦୁର୍ଘଟଣା ହୋଇଛି । ଏଥିରେ ପ୍ରସୂତି ସହିତ ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହାତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗବାଗୁଡ଼ା ନିକଟରେ ଏପରି ଦୁର୍ଘଟଣା ଘଟିଛି । ଶନିବାର ପ୍ରାୟ ୨ଟା ବେଳେ ଝରିଗାଁ ଚଚ୍ଚା ଗାଁର ଜଣେ ପ୍ରସୂତିଙ୍କୁ ନେଇ ୧୦୮ ଆମ୍ବୁଲାନ୍ସ ମେନିକାଲକୁ ନେଉଥିଲା । ତେବେ ଗବାଗୁଡା ନିକଟରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ଦୁର୍ଘଟଣା ହୋଇଥିଲା । ଏପରିକି ଆମ୍ବୁଲାନ୍ସଟି ରାସ୍ତାରେ ଥିବା ୱାଲ ଉପରେ ଚଢି ଯାଇଥିଲା । ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ଉମରକୋର୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିର୍ତ୍ତି କରାଯାଇଛି । ଖବରଅନୁଯାୟୀ ଆଶାକର୍ମୀ ଓ ପ୍ରସୂତି ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ବେପାରୁଆ ଆମ୍ବୁଲାନ୍ସ ଚାଳନା ମହଙ୍ଗା ପଡ଼ିଲା; ପ୍ରସୂତିଙ୍କୁ ନେଇ ଯିବା ବାଟରେ ଘଟାଇଲା ଦୁର୍ଘଟଣା, ୩ ଗୁରୁତର !
- Advertisement -
Stay Connected
Comment
- allopurinol 300 mg on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- antibiotics online on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- buy antibiotics on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.